ଡମ୍ପିୟାର୍ଡ ନ ଥୁବାରୁ ଅନେକ ସମସ୍ୟା ଖୁବଶୀଘ୍ର ସ୍ଥାୟୀ ସମାଧାନ କରାଯିବ

Spread the love

ଡମ୍ପିୟାର୍ଡ ନ ଥୁବାରୁ ଅନେକ ସମସ୍ୟା ଖୁବଶୀଘ୍ର ସ୍ଥାୟୀ ସମାଧାନ କରାଯିବ କୋରାପୁଟ:କୋରାପୁଟ ପୌର ପରିଷଦରେ ଡମିଂୟାର୍ଡ ନ ଥୁବାରୁ ଅନେକ ଅସୁବିଧା ହେଉଥୁବା ଜଣାପଡ଼ିଛି I ସହରର ମଇଳା ଆବର୍ଜନା ଗୁଡ଼ିକ ପୂର୍ବରୁ ଆକାଶଗୁଡା ଡମିଂୟାର୍ଡରେ ପକାଯାଉଥୁଲା ।କିନ୍ତୁ ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ସେଠାରେ ସହରରୁ ବାହାରୁଥିବା ମ‌ଇଳା ଆବର୍ଜନା ରଥଶର୍ମା କଲୋନୀରେ ଥିବା ଏମସିସିରେ ପକାଯାଉଥୁଲା I ସାହି ବାସିନ୍ଦାଙ୍କ ବିରୋଧ ଯୋଗୁଁ ସେଠାରେ ନ ପକାଇ ସୁନାପୂରରେ ଥିବା ଏମସିସିରେ ପକାଯାଉଥିଲା ।କିନ୍ତୁ ସେଠାରେ ବିରୋଧ ଯୋଗୁଁ ମଇଳା ଆବର୍ଜନା ଗୁଡ଼ିକ କେଉଁଠି ପକାଯିବ ତାହାକୁ ନେଇ ସନ୍ଦେହ ଲାଗି ରହିଥୁଲା |ପରବର୍ତୀ ସମୟରେ ପୁରୁଣା ମଶାଣୀରେ ଖାଲିଥିବା ସ୍ଥା ସ୍ଥାନରେ ମଇଳା ଆବର୍ଜନା ପକାଯାଉଛି I ଯଦ୍ୱାରା ସେହି ବାଟଦେଇ ଯାଉଥିବା ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ହେ ପଡ଼ୁଥିବା ଅଭିଯୋଗ ହେଉଛି I କୋରାପୁଟ ପୌର ପରିଷଦର ଡମିଂୟାର୍ଡ ପାଇଁ ଖୁବଶୀଘ୍ର ସ୍ଥାୟୀ ସମାଧାନ କର ପ୍ରକଳ୍ପ * ନିର୍ଦ୍ଦେଶକ ବେଣୁଧର ଶବର କହିଛନ୍ତି ନହିଛନ୍ତି I ଏଥ୍ ନିମନ୍ତେ ଦିଆଯାଇଛି। ଗୃହୀତ ହୋଇ ଆସିବା ପରେ କରାଯିବ ବୋଲି ଡୁଡା ରାଜ୍ୟ ସରକାରଙ୍କୁ ପ୍ରସ୍ତାବ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି । ତେବେ କେବେ ପ୍ରସ୍ତାବ ଗୃହୀତ ହେବ ଏବଂ ନୂତନ ଡମିଂ ୟାର୍ଡ ନି ର୍ମାଣ କ ରାଯିବ ତାହା କୁ ସାଧାରଣରେ ପ୍ରଶ୍ନ ଉଠୁଛି?

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *