ଡକାୟତି ମାମଲାରେ ଯମୁନାଗୁଡ଼ାରୁ ୩ ଅଭିଯୁକ୍ତଙ୍କୁ କାବୁ କଲା ଜୟପୁର ଟାଉନ ଥାନା ପୋଲିସ ।ଜୟପୁର:ଡକାୟତି ମାମଲାରେ ୩ ଜଣ ଅଭିଯୁକ୍ତ କୁ କାବୁ କରିଛି ଜୟପୁର ଟାଉନ ପୋଲିସ । ୩ ଜଣ ଙ୍କ ମଧ୍ୟରୁ ୨ ଜଣ ନାବାଳକ ଥିବା ବେଳେ ଜଣେ ସାବାଳକ ରହିଛନ୍ତି । ଗିରଫ ଅଭିଯୁକ୍ତ ଜଣକ ହେଲା ପାରାବେଢା ଏଲଆଇସି କୋଲନିର ଶୁଭମ ବିଷୋୟୀ । ୨ ଦୁଇ ଜଣ ବାଇକରେ ଜୟପୁର ଠାରୁ ବୋରିଗୁମ୍ଫା ଅଭିମୁଖେ ଯାଉଥିବା ଯମୁନାଗତା ନିକଟରେ ୩ ଜଣ ଦୁବୁତ୍ତ ଛୁରି ଦେଖାଇ ଟଙ୍କା ମାଗିଥିଲେ । ପୋଲିସ ପହଞ୍ଚି ୩ ଜଣ ଧରି ଥିବା ବେଳେ ୩ ଜଣ ଙ୍କ ମଧ୍ୟରୁ ୨ ଜଣ ନାବାଳକ ଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ କୁ ଗିରଫ କରିଛି । ଅଭିଯୁକ୍ତ କୁ ଆଜି ଅପରାହ୍ନ ୪ଟା ୩୦ମିନିଟ ସମୟରେ କୋର୍ଟ ଚାଲାଣ କରାଯାଇଛି ।
ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।
Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…