ଶ୍ରୀ ଶ୍ରୀ ମା ଜଗତ ଜନନୀ ଙ୍କ ଘଟ ପର୍ବ କାର୍ଯ୍ୟସୂଚୀ

Spread the love

ଶ୍ରୀ ଶ୍ରୀ ମା ଜଗତ ଜନନୀ ଙ୍କ ଘଟ ପର୍ବ କାର୍ଯ୍ୟସୂଚୀ

ଜୟପୁର : କୋରାପୁଟ ଜିଲ୍ଲା ଜୟପୁର ର ପ୍ରସିଧ ଶ୍ରୀ ଶ୍ରୀ ମା ଜଗତ ଜନନୀ ଙ୍କ ଆଜ୍ଞାମାଳ ଗ୍ରାମ ରେ ନଗର ପରିକ୍ରମା କରାଯିବା ସନ୍ଦ୍ୟା ଆଳତି କରାଯିବା ପରେ ଘଟପର୍ବ ମହୋତ୍ସବ ର ପ୍ରରମ୍ଭ କରାଯିବା ସହ ସମସ୍ତ ନୂଆ ସାହି ପରିକ୍ରମା,ତା ପରଦିନ ଅର୍ଥାତ ୫ ତାରିଖ ଦିନ ମା’ ସନ୍ଧ୍ୟା ଆଳତି ପରେ ସୌରା ସାହି ରୁ ପରିକ୍ରମା ଆରମ୍ଭ ଏହା ପରେ ୬ ତାରିଖ ଦିନ ସନ୍ଧ୍ୟା ଆଳତି ପରେ ଫାୟାର ଷ୍ଟେସନ ଠାରୁ ପଞ୍ଚାନନ ମନ୍ଦିର ଦେଇ ଲାଲ ସାହି ପହଞ୍ଚିବେ । ୭ ତାରିଖ ଦିନ ମା ଙ୍କ ସନ୍ଧ୍ୟା ଆଳତି ପରେ ବଡ କାଣ୍ଡରା ସାହି ରୁ ପୁରୁଣା ଗଡ଼, ସମ୍ବରତଟା, ମାଣ୍ଡିଆ ଭଟା, ବେଡା ସାହି, କୁମ୍ଭାର ସାହି, ଏବଂ ପ୍ରସାଦ ରାଓ ପେଟା ଅଂଚଳ ପରିକ୍ରମା କରିବେ।ଠିକ ସେହିପରି ୮ ଦିନସଂଧ୍ୟା ଆଳତି ପରେ ନଗର ପରିକ୍ରମା ପାଇଁ ପାଣିନଳା ସାହି, ଭୂପତି ସାହି, ଭୋଇ ସାହି, ନାଦି ଆବାଡ଼ ସାହି, କଦଳୀ ଗୋଦାମ ଲାଇନ, ମାଲି ସାହି ପର୍ଯ୍ୟନ୍ତ ପରିକ୍ରମା କରିବେ । ୯ ତାରିଖ ଦିନ ସନ୍ଧ୍ୟା ଆଳତି ପରେ ଗୌଡ଼ ସାହି, ଟାଉନ ହାଲ ପାଖ, ଓଡ଼ିଆ ମେଡିରି ସାହି, ବଡ଼ ଡମ୍ବ ସାହି, ପାରା ବେଡା, ଖାଲ ସାହି, ପର୍ଯ୍ୟନ୍ତ ଭ୍ରମଣ କରିବେ । ୧୦ ତାରିଖ ରେ ସନ୍ଧ୍ୟା ଆଳତି ପରେ ନଗର ପରିକ୍ରମା କରିବା ପାଇଁ ଫରେଷ୍ଟ କଲୋନୀ, ଇରିଗେସନ କଲୋନୀ, ଯମୁନା ଗୁଡା, କେନ୍ଦୁଗୁଡା, ମିନା ଗୁଡା, ସୌରଗୁଡା, ବଙ୍ଗଳାଗୁଡା ଆଦି ଅଂଚଳ ଭ୍ରମଣ କରିବେ ।୧୧ ତାରିଖ ଦିନ ମା’ଙ୍କ ସନ୍ଧ୍ୟା ଆଳତି ପରେ ଜୟନଗର ଓ ପାଖ ଅଂଚଳ ଭ୍ରମଣ କରିବେ ।୧୨ ତାରିଖ ଅର୍ଥାତ ଶେଷ ଦିନ ସନ୍ଧ୍ୟା ଆଳତି ପରେ ମା, ସମସ୍ତ ନୂଆ ସାହି ଭ୍ରମଣ କରି ଆସି ନବରାତ୍ର ମହୋତ୍ସବ ପର୍ବ ର ସମସ୍ତ କାର୍ଯ୍ୟ ସମାପନ କରିବେ ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *