ଜୟପୁର ସାହିତ୍ୟ ପରିଷଦ ତରଫରୁ ରେଳରେ କବିତା ପାଠ

Spread the love

ଜୟପୁର ସାହିତ୍ୟ ପରିଷଦ ତରଫରୁ ରେଳରେ କବିତା ପାଠ



ଜୟପୁର ; କୋରାପୁଟ ଜିଲ୍ଲା ଜୟପୁର ସାହିତ୍ୟ ପରିଷଦ ତରଫରୁ ରେଳ ରେ ରେଳ ରେ କବିତା ପାଠ, କବିତା ର ଶୀର୍ଷକ ରହିଛି ନେଇ ଯାରେ ରେଳ ମୋତେ, ଜୟପୁର ସାହିତ୍ୟ ପରିଷଦ ତରଫରୁ ଭୁବନେଶ୍ଵର ରୁ ଜଗଦଳପୁର ଯାଉଥିବା ହୀରାଖଣ୍ଡ ଏକ୍ସପ୍ରେସ ରେ କୋରାପୁଟ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ କବି ପାଠକ ମାନେ ଯାତ୍ରା କରି ଟ୍ରେନ ରେ କବିତା ପାଠ କରିବେ, ଜଗଦଳପୁର ଠା ଠାରେ ପହଞ୍ଚିବା ପରେ ସେଠାରେ ଉତ୍କଳ ଭବନ ଠାରେ ସାରସ୍ଵତ ସଭା ଅନୁଷ୍ଠିତ ହେବ, ସେଠାରେ ଓଡ଼ିଆ ହିନ୍ଦୀ ଓ ଅନ୍ୟାନ ଭାଷା ରେ କବିତା ପାଠ କରାଯିବ, ସନ୍ଧ୍ୟା ४ ଘଟିକା ସମୟରେ ପୁଣି ଠାରେ ସେଇ ହୀରାଖଣ୍ଡ ଟ୍ରେନ ଯୋଗେ ଯାତ୍ରା କରି ଜୟପୁର ରେଲୱେ ଷ୍ଟେସନ ରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି, ପ୍ରଥମ ଥର ପାଇଁ ଟ୍ରେନ ରେ ଯାତ୍ରା କରି କବିତା ପାଠ କ କରିବା କୁ ନେଇ କବି ଓ ପାଠକ ମାନଙ୍କ ଭିତରେ ବେଶ ଉତ୍ସାହ ଦେଖା ଦଇଛି, ଏହି ରେଳ ରେ ରେଳ ରେ ମୁଖ୍ୟ ଅତିଥୁ ଡ଼ ପିୟୁଷ ରଞ୍ଜନ ସାହୁ, ସଭାପତି ଶ୍ରୀ ହରିହର କରସୁଧା ପଟ୍ଟନାୟକ, ଶ୍ରୀମତୀ ଉର୍ମିଳା ଆଚାର୍ଯ୍ୟ, ଉପ ସଭାପତି ମଧୁସୂଦନ, ଶ୍ରୀମତୀ ବିଜୟଲକ୍ଷ୍ମୀ ପାଣିଗ୍ରାହି ଓ ସମ୍ପାଦକ ଜୟପୁର ସାହିତ୍ୟ ପରିଷଦ ନିରଞ୍ଜନ ପାଣିଗ୍ରାହି ଏବଂ ବହୁ ସାହିତ୍ୟ ପରିଷଦ କବି ଯାତ୍ରା କରିଥିଲେ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *