ରସଗୋଲା ଦିବସରେ ମହାପ୍ରଭୁଙ୍କ ରସଗୋଲା ମାନଭଞ୍ଜନ ପରମ୍ପରା

Spread the love



ପୁରୀ, ଆଜି ପୁରୀରେ ଉତ୍ସାହ ଓ ଭକ୍ତିଭାବରେ ରସଗୋଲା ଦିବସ ପାଳିତ ହେଲା। ଶ୍ରୀଜଗନ୍ନାଥ ନୀଳାଦ୍ରି ବିଜେ ଅବସରରେ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ମହାପ୍ରଭୁଙ୍କ ପକ୍ଷରୁ ରସଗୋଲା ଭୋଗ ଲାଗି ଦିଆଯାଏ — ଏହା ଏକ ପାଉରାଣିକ ଓ ଅନନ୍ୟ ଜଗନ୍ନାଥ ପରମ୍ପରା।

ରଥଯାତ୍ରା ସମୟରେ ମାଉସୀ ମାଘରକୁ ଯାତ୍ରା କରିଥିବାରୁ ଅଭିମାନିନୀ ମା’ ଲକ୍ଷ୍ମୀଙ୍କୁ ମାନ ଦେବାକୁ ମହାପ୍ରଭୁ ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ରସଗୋଲା ଦେଇ ମାନଭଞ୍ଜନ କରନ୍ତି। ଏହି ଦିନ ଲକ୍ଷ୍ମୀ-ନାରାୟଣ ବଚନିକା ଘଟେ ଏବଂ ବନ୍ଦ ଦ୍ୱାର ଖୋଲା ପରେ ଠାକୁର ଘରକୁ ବିଜେ କରନ୍ତି।

ଘରବାହୁଡା ପରେ ଠାକୁର ଶ୍ରୀମନ୍ଦିରର ଭଣ୍ଡାର ଘର ନିକଟରେ ରୁକ୍ମିଣୀ ବିବାହ ଆନୁଷ୍ଠାନ ଅନୁକୃତି ଅନୁଯାୟୀ ହୋଇ ଥାଏ ଏବଂ ରସଗୋଲା ଭୋଗ ହୁଏ। ଠାକୁର ଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ସମ୍ମାନ କରନ୍ତି। ଏହି ପବିତ୍ର ଅବସରରେ ଭକ୍ତମାନେ ବି ବିପୁଳ ସଂଖ୍ୟାରେ ରସଗୋଲା ଭୋଗ ଲାଗି କରନ୍ତି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *