ପାଚିକା ଓ ସହାୟିକାମାନଙ୍କ ପାରିଶ୍ରମିକ ବୃଦ୍ଧି ଦାବି: ମନ୍ତ୍ରୀଙ୍କୁ ସ୍ମାରକପତ୍ର l

Spread the love

ପାଚିକା ଓ ସହାୟିକାମାନଙ୍କ ପାରିଶ୍ରମିକ ବୃଦ୍ଧି ଦାବି: ମନ୍ତ୍ରୀଙ୍କୁ ସ୍ମାରକପତ୍ର l

କୋରାପୁଟ: କୋରାପୁଟ ଜିଲ୍ଲାର ବିଦ୍ୟାଳୟରେ କାର୍ଯ୍ୟରତ ପାଚିକା ଓ ସହାୟିକାମାନଙ୍କ ପାରିଶ୍ରମିକ ବୃଦ୍ଧିକୁ ନେଇ ଜିଲ୍ଲାର ଶତାଧିକ ପାଚିକା ଓ ସହାୟିକା ମାନେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାରଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ସ୍ମାରକପତ୍ର ପ୍ରଦାନ ବେଳେ ପାଚିକା ସଂଘର ସଭାନେତ୍ରୀ ଟିକି ଦଳାଇ, ପୁଷ୍ପାଂଜଳୀ ପୁଟିଆ ପ୍ରମୁଖ ଉପସ୍ଥିତ ରହିଥିଲେ।

ପାଚିକା ଓ ସହାୟିକା ମାନେ ସକାଳ ୭ଟାରୁ ଆରମ୍ଭ କରି ସ୍କୁଲ ପରିସରର ସଫା ଓ ସୁତରା କରିବା , ରୋଷେଇ ପାଇଁ ଆସିଥିବା ପନିପରିବା କାଟିବା, ଚାଉଳ ସଫା କରିବା, ‌ରୋଷଇ କରି ଓ ଖାଦ୍ୟ ପରସିବା ଆଦି କାମ କରୁଛନ୍ତି। ତେବେ ଏସବୁ ପାଇଁ ପ୍ରୋତ୍ସାହନ ରାଶି ଭାବେ ମାସକୁ ୨ହଜାର ଟଙ୍କା ଦିଆଯାଉଛି। ତେବେ ସ୍ବଳ୍ପ ଦରମାରେ ମହରଗ ଯୁଗରେ ପରିବାର ଚଳିବା ବହୁତ ମୁସ୍କିଲ ବୋଲି ଏମାନେ ଦାବିପତ୍ରରେ ଉଲ୍ଲେଖକରିଛନ୍ତି। ତେଣୁ ମହରଗ ଯୁଗକୁ ଧରି ଏହି ପାରିଶ୍ରମିକ ରାଶିକୁ ୧୨ହଜାର ଟଙ୍କା କରାଯାଉ ବୋଲି ଏମାନେ ଦାବି କରିଛନ୍ତି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *