ଭାରରେ ବୁହାହେଲେ ଦୁଇ ରୋଗୀ

Spread the love

ଭାରରେ ବୁହାହେଲେ ଦୁଇ ରୋଗୀ ,ସୁନାଗୁଡ଼ା ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ

ବୈପାରିଗୁଡ଼ା: ପାହାଡ଼ିଆ ଘାଟି ରାସ୍ତାରେ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ | ଫଳରେ ଦୁଇଜଣ ରୋଗୀଙ୍କୁ ଦୁଇ କିଲୋମିଟର ଭାରରେ ବୋହିନେଲେ ସଂପର୍କୀୟ ও ମବାସୀ। ଏଭଳି ଦୃଶ୍ଯ ଦେଖିବାକୁ ବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକରେ |

ବୋଦାପୁ ପୁଟ ପଞ୍ଚାଯ ପଞ୍ଚାୟତ ସୁନାଗୁ ଗୁଡ଼ା ଗାଁର ସବିତା ପାଙ୍ଗି (27) ଏବଂ ଲକ୍ଷ୍ମୀ ଖରା (୧୮) ସମେତ ମତ ଆଉ କିଛି ମହିଳା ଏବଂ ଯୁବତୀ ପାହାଡ଼ ଉପରକୁ ବାଉଁଶ କରଡ଼ି ସଂଗ୍ରହ ପାଇଁ ଯାଇଥିଲେ । କିଛି ମହିଳା ବାଉଁଶ କରଡ଼ି ଆଣି ଘରକୁ ଫେରି ଆସିଥିଲେ | କିନ୍ତୁ ସବିତା ପାଙ୍ଗି ଏବଂ ଲକ୍ଷ୍ମୀ ଖରା ପାହାଡ଼ର ଶୀର୍ଷ ଭାଗକୁ ଯାଇ କରଡ଼ି କାଟୁଥିବା ବେଳେ ବାଘ କାନ୍ଦିବା ଶବ୍ଦ ଶୁଣି ଭୟଭୀତ ହୋଇ ଅଚେତ ହୋଇପଡ଼ିଥିଲେ | ଚେତା ଫେରିବା ପରେ ଘରେ

ପହଞ୍ଚିଥିଲେ। କିନ୍ତୁ ଦୁହେଁ ସଂପୂର୍ଣ୍ଣ ଭାବେ ଅସୁସ୍ଥ ହୋଇଯାଇଥିଲେ | ଦୁଇ ଦିନ ପର୍ଯ୍ୟନ୍ତ ସେମାନେ ସୁସ୍ଥ ନହେବାରୁ ଅନ୍ଧ ଅନ୍ଧବିଶ୍ବାସରେ ପଡ଼ି ଗ୍ରାମବାସୀ ଦୁହିଁଙ୍କୁ ବାଘଡ଼ୁମା (ଭୂତ) ଲାଗିଯାଇଛି ଭାବି ଗୁଣିଆକୁ ଡାକି ଚିକିତ୍ସା କର କରାଇଥିଲେ । ଆଜି ସ ସବିତା ଏବଂ ଲକ୍ଷ୍ମୀଙ୍କ ସ୍ଵାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଦୁହିଁଙ୍କୁ ବୈପାରିଗୁଡା ମେଡିକାଲକୁ_ ଆଣିବା ପାଇଁ ନିଷ୍ପତ୍ତି ନେଇଥିଲେ । ପାହାଡ଼ିଆ ରାସ୍ତାରେ ଆମ୍ବୁଲାନ୍ସ ପହଞ୍ଚି ପାରୁନଥିବାରୁ ଦୁହିଁଙ୍କୁ ଭାରରେ ବୋହି ବୋହି କାତପଡ଼ା ଗ୍ରାମ ପର୍ଯ୍ୟନ୍ତ ଆଣିଥିଲେ । ଗେନ୍ଦ୍ରାଗୁଡ଼ା ପର୍ଯ୍ୟନ୍ତ ବାଇକ୍‌ରେ ଆଣିଥିଲେ। ଗେନ୍ଦ୍ରାଗୁଡ଼ାକୁ ଆମ୍ବୁଲାନ୍ସ ମ୍ବୁଲାନ୍ସ୍ ଆସିବା ପରେ ଦୁଇ ଜଣଙ୍କୁ ବୈପାରିଗୁଡ଼ା ସେ ମେଡିକାଲରେ ଭତ୍ତି କରାଯାଇଥିଲା | ବର୍ତମାନ ଦୁହେଁ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ସେଠାରୁ

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *