୬୩ ତମ ଜାତୀୟ ଫର୍ମାସି ସପ୍ତାହ ପାଳିତ ହୋଇଛି l

Spread the love

ଜାତୀୟ ଫର୍ମାସୀ ସପ୍ତାହ ଅବସରରେ ଜୟପୁର ମହିଳା ମହାବିଦ୍ୟାଳୟ ନିକଟରୁ ଏକ ଶୋଭାଯାତ୍ରା ବାହାରି ଥୁବା ସୂଚନା

ଜୟପୁର: ଜୟପୁର କଲେଜ ଅଫ ଫାର୍ମାସୀ ତରଫରୁ ୬୩ ତମ ଜାତୀୟ ଫର୍ମାସି ସପ୍ତାହ ପାଳିତ ହୋଇଛି । ଏହି ଅବସରେ ଆଜି ଦିନ ୧୦ ଟାରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଏହି ଶୋଭାଯାତ୍ରା ରେ ୧୫୦ରୁ ଉଦ୍ଧ ଛାତ୍ର ଛାତ୍ରୀ ଭାଗ ନେଇଥିଲେ । ଜୟପୁର ସରକାରି ମହିଳା ମହାବିଦ୍ୟାଳୟ ଠାରୁ ଏହି ଶୋଭାଯାତ୍ରା ବାହାରି ମୁଖ୍ୟ ରାସ୍ତା ଦେଇ ପଞ୍ଚାନନ ମନ୍ଦିର ନିକଟରେ ଶେଷ ହୋଇଥିଲା । ଶୋଭାଯାତ୍ରା କୁ ଅନୁଷ୍ଠାନର ଭାଇସ ପ୍ରିନସପାଲ ସଂଗ୍ରାମ କେଶିରି ପଣ୍ଡା ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ । ଏହା ସହ ରଣ୍ଡାପାଢ଼ି ସ୍ଥିତ ଫର୍ମାସି କଲେଜରେ ସମାପଳ ଉତ୍ସବ ଅନୁଷ୍ଠିତ ହୋଇଥିଲା ।

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *