ଜୟପୁର ଆଇନ ମହାବିଦ୍ୟାଳୟ ରେ ସଚେତନତା ଶିବିର l

Spread the love

ଜୟପୁର ଆଇନ ମହାବିଦ୍ୟାଳୟ ରେ ସଚେତନତା ଶିବିର,

ଜିଲ୍ଲା ଆଇନସେବା ପ୍ରାଧିକରଣ, କୋରାପୁଟ ,

ଜୟପୁର : ଜୟପୁର ଆନୁକୂଲ୍ୟରେ, ଆଜି ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥୀ ଭାବରେ ଜିଲ୍ଲା ଆଇନସେବା ପ୍ରାଧିକରଣ, ଜୟପୁର ସଚିବ ଶ୍ରୀ ସୁମନ ଜେନା ଯୋଗଦେଇଥିଲେ। ଅନ୍ୟ ଅତିଥୀ ଭାବରେ ଜୟପୁର ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଚିନ୍ତାମଣି ପଣ୍ଡା, ଏବଂ ଆଇନ ମହା ବିଦ୍ୟାଳୟର ଅଧ୍ୟାପକ ଡଃ. ସୁଜିତ୍ କୁମାର ବିଷୟୀ, ଚକ୍ରଧର ପାଣି ଅନ୍ୟ ଅଧ୍ୟାପକ ବୣନ୍ଦ ଯୋଗଦେଇ ଉପସ୍ଥିତ ଆଇନ ଛାତ୍ରଛାତ୍ରୀ ମାନଙ୍କୁ ଆଇନଗତ ବିଷୟ ସହିତ କର୍ମକ୍ଷେତ୍ରରେ ମହିଳାଙ୍କ ଯୈାନ ନିର୍ଯାତନା ଆଇନ ଉବରେ ଆଲୋକପାତ କରିଥୀଲେ। ଏହି ଆଇନରେ ରହିଥିବା ବିଭିନ୍ନ ଦଣ୍ଡବିଧାନ, ସହିତ କଣ ରହିଛି ଏହି ଆଇନ ରେ। ପୋସ ଆକ୍ଟ ବିଷୟରେ ସରକାରୀ କ୍ଷେତ୍ରରେ ବା ବେ ସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ ସଚେତନତା କରାଯାଇ ବିଭିନ୍ନ କାର୍ଯ୍ୟାଳୟ ଗୁଡ଼ିକ ରେ ଲୋକାଲ କମିଟି, ଇଣ୍ଟରନାଲ କମିଟି, ଗଠନ କରାଯାଇ ପୋସ୍ ଆକ୍ଟ ରେ ଛନ୍ଦି ହୋଇଥିବା ପିଡ଼ିତା ମାନଙ୍କୁ ଉଚ଼ିତ ନ୍ୟାୟ ପ୍ରଦାନ କରାଯିବା ଆବଶ୍ୟକତା ରହିଛି ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀ ଜେନା କହିଥିଲେ।

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *