ମୁଖ୍ୟ ମନ୍ତ୍ରୀ ଙ୍କ ଅବଗତ ନିମିତ୍ତ ଏକ ଜରୁରୀ କାଳୀନ ବୌଠକ

ମୁଖ୍ୟ ମନ୍ତ୍ରୀ ଙ୍କ ଅବଗତ ନିମିତ୍ତ ଏକ ଜରୁରୀ କାଳୀନ ବୌଠକ

ମୋ ଜଗନ୍ନାଥ ସାଗର ସୁରକ୍ଷା ସମିତି ତରଫରୁର ଡାକରା ଏକ ଜରୁରୀ କାଳୀନ ବୌଠକ

ଜୟପୁର : ମୋ ଜଗନ୍ନାଥ ସାଗର ସୁରକ୍ଷା ସମିତି ତରଫରୁ ଜୟପୁର ଜୈନ ମନ୍ଦିର ଠାରେ ରଜନୀ ନାୟକ ଙ୍କ ସଭାପତିତ୍ଵ ରେ ଜୟପୁର ସହରର ୨୦ ରୁ ଅଧିକ ଅଧ୍ୟ।ତ୍ମିକ ଓ 20ରୁ ଅଧିକ ସାମାଜିକ ସଂସ୍ଥା ସଂଗଠନ ଙ୍କ ଉପସ୍ଥିତିରେ କୋରା ଯାଇଅଛି ।ଲୋକଙ୍କ ମୁହଁରେ ବହୁ ଦୁଃଖ ଓ ରାଗ ରହିଅଛି କିନ୍ତୁ କଣ କରିବେ ଲୋକେ ଜାଣି ପାରୁ ନାହାଁନ୍ତି । ମୁଖ୍ୟ ଉଦ୍ଦେଶ୍ୟ – ଦୀର୍ଘ 2ଘଣ୍ଟା ଧରି ଆଲୋଚନା ପରେ ଜୟପୁର ସହର କୁ ବନ୍ଦ କରିବା ନିମିତ୍ତ ସମସ୍ତେ ପ୍ରସ୍ତାବ ଦେଇଥିଲେ ।କିନ୍ତୁ ଲୋକଙ୍କ ବ୍ୟବସାୟ ଓ ସାଧରଣ ଜୀବନ ଜୀବିକା ରେ ବ୍ୟାଘାତ ରହିଥିବା ର ସମ୍ଭାବନା ରହିଥିବା ଯୋଗୁଁ ଗୋଟିଏ ଗୋଟିଏ ୱାର୍ଡ ବା ରାଜା ରାସ୍ତା ବନ୍ଦ କରିବା ନିମନ୍ତେ ସ୍ଥିର କୋରା ଗୋଲା ।

ପରବ ରେ ଆୟୋଜିତ ହୋଇଥିବା କୋଟପାଡ଼ ରୁ ଆସିଥିବା ନାଟକ ଜଗନ୍ନାଥ ସାଗର ଉପରେ ଆଧାରିତ ହୋଇଥିଲା (ମାଛ ରାଣୀ )ବୋହୂ ଉଚ୍ଚକୋଟୀର ହୋଇଥିଲା। ତେଣୁ ଜଗନ୍ନାଥ ସାଗର ଟ୍ରଷ୍ଟ ତରଫରୁ ତାଙ୍କୁ ସାଧୁବାଦ ଜଣା ଯାଇଥିଲା ଓ ଆବଶ୍ୟକ ସ୍ଥଳେ ସେମାନେ ନାଟକକୁ ଜୟପୁର ସହରରେ ପ୍ରଚାର ପ୍ରସାର କୋରା ଯିବ ବୋଲି ପ୍ରସ୍ତାବ ଦିଆ ଯାଇଥିଲା ।ପ୍ରଥମେ ସାଗର ର ସୀମା ନିର୍ଦ୍ଧାରଣ କରାଯାଉ । ଓ ସରକାରୀ ଓ ବେ ସରକାରୀ ସ୍ତରରେ ଜବର୍ ଦଖଲ ଓ ଜମି ହଡ଼ପ କରିଥିବା ଜ।ଗ ।ଗୁଡ଼ି କୁ ଚିହ୍ନଟ କରି ଉଚ୍ଛେଦ କୋରା ଯାଉ ବିନା ଡି ପି ଆର୍ ରେ ଉକ୍ତ କାର୍ଯ ହେଉଥିବା ଯଙ୍ଗୁ କାର୍ଯ ଠିକ୍ ଭାବେ କରାଯାଉନାହିଁ । ସରକାରଙ୍କୁ ଖାଲି କାଗଜ ମାଧ୍ୟମରେ ଜଗନ୍ନାଥ ସାଗର ର ସୌନ୍ଦର୍ଯ୍ୟ କରଣ କୋରା ଜ।ଉ ଅଛି ।ତେଣୁ ଅଭିଜ୍ଞ ଇଞ୍ଜିନିୟର ଙ୍କ ମାର୍ଗ ଦର୍ଶନ ଡି ପି ଆର୍ ରେ କାର୍ଯ କଲେ କାର୍ଯ ଠିକ୍ ଭାବରେ ହୋଇ ପରିବ । ତେଣୁ ପ୍ରତ୍ୟେକ ୱାର୍ଡ ଜଗନ୍ନାଥ ସୁରକ୍ଷା ସମିତି ର ଗୋଟିଏ ଗୋଟିଏ କମିଟି ଗଠନ କରିବା ନିମିତ୍ତ ସ୍ଥିର କୋରା ଗୋଲା । ଅନେକ ଲୋକ ପ୍ରଶ୍ନ କଲେ ଛୋଟିଆ ଛୋଟିଆ କାର୍ଯ ରେ ଜୟପୁର ସହର ବନ୍ଦ ହେଉ ଅଛି ,ଜଗନ୍ନାଥ ସାଗର ନିମିତ୍ତ କାହିଁକି ,ବନ୍ଦ କୋରା ଯିବ ନାହିଁ ବୋଲି ପ୍ରଶ୍ନ କରି ଥିଲେ ।

Leave a Reply

Your email address will not be published. Required fields are marked *