ମୁଖ୍ୟ ମନ୍ତ୍ରୀ ଙ୍କ ଅବଗତ ନିମିତ୍ତ ଏକ ଜରୁରୀ କାଳୀନ ବୌଠକ

Spread the love

ମୁଖ୍ୟ ମନ୍ତ୍ରୀ ଙ୍କ ଅବଗତ ନିମିତ୍ତ ଏକ ଜରୁରୀ କାଳୀନ ବୌଠକ

ମୋ ଜଗନ୍ନାଥ ସାଗର ସୁରକ୍ଷା ସମିତି ତରଫରୁର ଡାକରା ଏକ ଜରୁରୀ କାଳୀନ ବୌଠକ

ଜୟପୁର : ମୋ ଜଗନ୍ନାଥ ସାଗର ସୁରକ୍ଷା ସମିତି ତରଫରୁ ଜୟପୁର ଜୈନ ମନ୍ଦିର ଠାରେ ରଜନୀ ନାୟକ ଙ୍କ ସଭାପତିତ୍ଵ ରେ ଜୟପୁର ସହରର ୨୦ ରୁ ଅଧିକ ଅଧ୍ୟ।ତ୍ମିକ ଓ 20ରୁ ଅଧିକ ସାମାଜିକ ସଂସ୍ଥା ସଂଗଠନ ଙ୍କ ଉପସ୍ଥିତିରେ କୋରା ଯାଇଅଛି ।ଲୋକଙ୍କ ମୁହଁରେ ବହୁ ଦୁଃଖ ଓ ରାଗ ରହିଅଛି କିନ୍ତୁ କଣ କରିବେ ଲୋକେ ଜାଣି ପାରୁ ନାହାଁନ୍ତି । ମୁଖ୍ୟ ଉଦ୍ଦେଶ୍ୟ – ଦୀର୍ଘ 2ଘଣ୍ଟା ଧରି ଆଲୋଚନା ପରେ ଜୟପୁର ସହର କୁ ବନ୍ଦ କରିବା ନିମିତ୍ତ ସମସ୍ତେ ପ୍ରସ୍ତାବ ଦେଇଥିଲେ ।କିନ୍ତୁ ଲୋକଙ୍କ ବ୍ୟବସାୟ ଓ ସାଧରଣ ଜୀବନ ଜୀବିକା ରେ ବ୍ୟାଘାତ ରହିଥିବା ର ସମ୍ଭାବନା ରହିଥିବା ଯୋଗୁଁ ଗୋଟିଏ ଗୋଟିଏ ୱାର୍ଡ ବା ରାଜା ରାସ୍ତା ବନ୍ଦ କରିବା ନିମନ୍ତେ ସ୍ଥିର କୋରା ଗୋଲା ।

ପରବ ରେ ଆୟୋଜିତ ହୋଇଥିବା କୋଟପାଡ଼ ରୁ ଆସିଥିବା ନାଟକ ଜଗନ୍ନାଥ ସାଗର ଉପରେ ଆଧାରିତ ହୋଇଥିଲା (ମାଛ ରାଣୀ )ବୋହୂ ଉଚ୍ଚକୋଟୀର ହୋଇଥିଲା। ତେଣୁ ଜଗନ୍ନାଥ ସାଗର ଟ୍ରଷ୍ଟ ତରଫରୁ ତାଙ୍କୁ ସାଧୁବାଦ ଜଣା ଯାଇଥିଲା ଓ ଆବଶ୍ୟକ ସ୍ଥଳେ ସେମାନେ ନାଟକକୁ ଜୟପୁର ସହରରେ ପ୍ରଚାର ପ୍ରସାର କୋରା ଯିବ ବୋଲି ପ୍ରସ୍ତାବ ଦିଆ ଯାଇଥିଲା ।ପ୍ରଥମେ ସାଗର ର ସୀମା ନିର୍ଦ୍ଧାରଣ କରାଯାଉ । ଓ ସରକାରୀ ଓ ବେ ସରକାରୀ ସ୍ତରରେ ଜବର୍ ଦଖଲ ଓ ଜମି ହଡ଼ପ କରିଥିବା ଜ।ଗ ।ଗୁଡ଼ି କୁ ଚିହ୍ନଟ କରି ଉଚ୍ଛେଦ କୋରା ଯାଉ ବିନା ଡି ପି ଆର୍ ରେ ଉକ୍ତ କାର୍ଯ ହେଉଥିବା ଯଙ୍ଗୁ କାର୍ଯ ଠିକ୍ ଭାବେ କରାଯାଉନାହିଁ । ସରକାରଙ୍କୁ ଖାଲି କାଗଜ ମାଧ୍ୟମରେ ଜଗନ୍ନାଥ ସାଗର ର ସୌନ୍ଦର୍ଯ୍ୟ କରଣ କୋରା ଜ।ଉ ଅଛି ।ତେଣୁ ଅଭିଜ୍ଞ ଇଞ୍ଜିନିୟର ଙ୍କ ମାର୍ଗ ଦର୍ଶନ ଡି ପି ଆର୍ ରେ କାର୍ଯ କଲେ କାର୍ଯ ଠିକ୍ ଭାବରେ ହୋଇ ପରିବ । ତେଣୁ ପ୍ରତ୍ୟେକ ୱାର୍ଡ ଜଗନ୍ନାଥ ସୁରକ୍ଷା ସମିତି ର ଗୋଟିଏ ଗୋଟିଏ କମିଟି ଗଠନ କରିବା ନିମିତ୍ତ ସ୍ଥିର କୋରା ଗୋଲା । ଅନେକ ଲୋକ ପ୍ରଶ୍ନ କଲେ ଛୋଟିଆ ଛୋଟିଆ କାର୍ଯ ରେ ଜୟପୁର ସହର ବନ୍ଦ ହେଉ ଅଛି ,ଜଗନ୍ନାଥ ସାଗର ନିମିତ୍ତ କାହିଁକି ,ବନ୍ଦ କୋରା ଯିବ ନାହିଁ ବୋଲି ପ୍ରଶ୍ନ କରି ଥିଲେ ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *