ଛାତ୍ର ଶ୍ରୀମାନ ଶିବରାଜ ବେହେରା ଜିଲ୍ଲା ସ୍ତରୀୟ ସୁରଭୀ ର ସଙ୍ଗୀତ ପ୍ରତିଯୋଗିତା ରେ ପ୍ରଥମ

Spread the love

ଛାତ୍ର ଶ୍ରୀମାନ ଶିବରାଜ ବେହେରା ଜିଲ୍ଲା ସ୍ତରୀୟ ସୁରଭୀ ର ସଙ୍ଗୀତ ପ୍ରତିଯୋଗିତା ରେ ପ୍ରଥମ l

ଜୟପୁର ଫାମ୍ପୁଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ର ଶ୍ରୀମାନ ଶିବରାଜ ବେହେରା ଜିଲ୍ଲା ସ୍ତରୀୟ ସୁରଭୀ ର ସଙ୍ଗୀତ ପ୍ରତିଯୋଗିତା ରେ ପ୍ରଥମ ଏବଂ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ରେ Biopesticides topic ରେ ପ୍ରଥମ ସ୍ଥାନ ପାଇଛନ୍ତି।Seewa ତରଫ ରୁ ଶିଶୁ ଦିବସ ପାଇଁ ଆୟୋଜିତ କାର୍ଯ୍ୟକ୍ରମ ରେ ସଙ୍ଗୀତ ରେ ପ୍ରଥମ ସ୍ଥାନ ହୋଇଛନ୍ତି

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *