ଧାନଭି ବାସିନ୍ଦାଙ୍କ ପାଇଁ ଅଭିଶାପ ବନିଲା ବାଇପାସ ରାସ୍ତା

Spread the love

ଜୟପୁର,୨୦/୭ ଧାନଭି ଟାଉନସିପ୍ ଅଂଚଳରେ ନିର୍ମାଣଧୀନ ବାଇପାସ ରାସ୍ତା ବାସିନ୍ଦାଙ୍କ ପାଇଁ ଅନୁଗ୍ରହ ନୁହେଁ, ବରଂ ଅଭିଶାପ ଭାବେ ପରିଣତ ହେଉଛି। ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ଗଛିତ ଥିବା ପଥର ଗୁଣ୍ଡ ଏବଂ ମାଟି ବର୍ଷା ପାଇଁ ବହିଯାଇ ଅଂଚଳର ଘରେ ପ୍ରବେଶ କରୁଛି, ଫଳରେ ଲୋକମାନେ ଘରେ ବସି ଅସୁବିଧା ଅନୁଭବ କରୁଛନ୍ତି।
ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ଯେ, ରାସ୍ତା ରେ ଚାଲିବା ଏବେ ବିପଦପୂର୍ଣ୍ଣ ହୋଇଯାଇଛି। କିଛି ନିର୍ମାଣ ନିୟମ ଓ ନିୟତିକୁ ଅନଦେଖା କରି ହେଉଥିବା ଏହି କାର୍ଯ୍ୟ ସ୍ଥାନୀୟ ବାସିନ୍ଦାଙ୍କ ଜୀବନକୁ ପରେଶାନି ମଧ୍ୟ କରିଛି।
ସମ୍ପର୍କିତ କାର୍ଯ୍ୟାଳୟ ଓ ଠିକାଦାର ବିରୁଦ୍ଧରେ ସଠିକ ଉପାୟ ଗ୍ରହଣ କରିବାକୁ ଦାବି କରୁଛନ୍ତି ସ୍ଥାନୀୟ ଲୋକେ।

Related Posts

ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

Spread the love

Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

Spread the love

Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

Leave a Reply

Your email address will not be published. Required fields are marked *