ସୀମାବର୍ତ୍ତୀ ଗାଁରେ ଜମି ବନ୍ଦୋବସ୍ତ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି

Spread the love

କୋରାପୁଟ, ୬/୮ ଓଡ଼ିଶା ସରକାର ସୀମାବର୍ତ୍ତୀ ଅଞ୍ଚଳରେ ଘରୋଇ ଓ ସରକାରୀ ଜମି ବନ୍ଦୋବସ୍ତ ପାଇଁ ପଦକ୍ଷେପ ନେଇଛନ୍ତି। କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ତହସିଲର ବରାବନ୍ଧ, ମତଲମ୍ବା, ମାଳିପୁଟ, ମାଲକାରବନ୍ଦା ଓ ସିମିଳିଗୁଡା ତହସିଲର ଉପର କାଣ୍ଟି ଗାଁରେ ଏହି କାର୍ଯ୍ୟ ଆରମ୍ଭ ହେବ।
ସରକାର ତାଲିକାଭୁକ୍ତ ଗାଁଗୁଡ଼ିକୁ ଅନ୍ତର୍ଗତ କରି ସ୍ୱତନ୍ତ୍ର ସର୍ଭେ ଓ ୨୦୧୨ ର ସେଟେଲମେଣ୍ଟ ଆଇନ ଅନୁଯାୟୀ ଜମି ମାପଚୁପ, ସୀମା ନିର୍ଦ୍ଧାରଣ ଓ ପଟ୍ଟା ସଂଶୋଧନ କରିବ।
ପଟ୍ଟାଙ୍ଗି ବ୍ଲକର କୋଟିଆ ଅଞ୍ଚଳ ଉପରେ ଚାଲିଥିବା ଅନୁବାଦ ବିବାଦ ମଧ୍ୟରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ବୋଲି ଅଭିମତ ମିଳୁଛି। ରାଜ୍ୟ ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *