ବ୍ଲକସ୍ତରୀୟ ପରବ ଉଦଘାଟିତ ବିଧାୟକ ନାଚିଲେ ଢେମଶା

Spread the love

ବ୍ଲକସ୍ତରୀୟ ପରବ ଉଦଘାଟିତ;*ବିଧାୟକ ନାଚିଲେ ଢେମଶା

ବୈପାରିଗୁଡା : କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ପରିସର ଠାରେ ଆଜି ପରବ ୨୦୨୪ ଭଦଘାଟନ ହୋଇଯାଇଛି!

ଏହି ଉଦଘାଟନ ସମାରୋହ ରେ ବୈପାରିଗୁଡା ବ୍ଲକ ଗୋ ଗୋଷ୍ଟି ଉନ୍ନୟନ ଅଧୁକାରୀ ତଥା ବ୍ଲକ ସାଂସ୍କୃତିକ କମିଟି ଅଧକ୍ଷ ଶ୍ରୀମତୀ ନିବେଦିତା ଦଣ୍ଡସେନା ଙ୍କ ଅଧକ୍ଷତାରେ ପରବ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିବା ବେଳେ ବୈପାରିଗୁଜା ପଞ୍ଚାୟତ ସମିତି ଅଧକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଗୁପ୍ତା ଙ୍କ ଆବାହକତ୍ରରେ ରେ କାର୍ଯ୍ୟକ୍ରମର ମୁଖ୍ୟଅତିଥୁ ଭାବେ ସ୍ଥାନୀୟ କୋରାପୁଟ ବିଧାୟକ ଶ୍ରୀ ବିଧାୟକ ଶ୍ରୀ ରଘୁରାମ ମାଛ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ! ଏହି ପରବ କାର୍ଯ୍ୟକ୍ରମ ପ୍ରଥମ ସ୍ଥାନୀୟ ଇଷ୍ଟଦେବ ବାବା ବୀରଖମ୍ବ ଙ୍କ ପୀଠ ଠାରେ ପୂଜାର୍ଚନାସାରି ସେଠାରୁ ମଶାଲ ପ୍ରଜ୍ବଳନ କରି ବୈପାରିଗୁଜା ମୁଖ୍ୟରାସ୍ତାଦେଇ ବାଜାବାଣ ସହ ସ୍ଥାନୀୟ ଦାମ୍ପବାଜା, କୋଳସଯାତ୍ରା, କୀର୍ତନ, ସହ ମସାଲ ଧରି ରାଜନେତା ଙ୍କ ସହ ବୈପାରିଗୁଡାତ୍ମକ ଭ ବିଭିନ୍ନ ପଞ୍ଚାୟତ ରୁ ଆସିଥୁବ ଥୁବା ମହିଳାଓପୁରୁଷ ମାନେ ସାମିଲ ହୋଇ ମୁଖ୍ୟଛକ ଠାରେ ପହଁଚିଥିଲେ ଓ ବିଧାୟକ, ସ୍ଥାନୀୟ ศศิจิ ତି ଅଧକ୍ଷ ଙ୍କ ଦ୍ବାରା କିଛିସମୟ ହେମଶାନାଚରେ ବୈପାରିଗୁଡା ମୁଖ୍ୟ ଛକ ଲୋକାରଣ୍ୟ ହୋଇ ଇଥିବା ଦେଖୁବାକୁ ମିଳିଥିଲା! ବ୍ଲକପରବ ପେଣ୍ଡାଲ ଠାରେ ଜଗତରନାଥ ଶ୍ରୀ ଜଗନ୍ନାଥ ଙ୍କ ଠାରେ ଦୀପଧୂପ ପ୍ରଜ୍ବଳନ କରି ର୍ଯ୍ୟକ୍ରମ ଆରମ୍ଭ କରାଯାଇଥୁଲା ! କୋରାପୁଟଜିଲ୍ଲାର ଲୁଚ୍ଛାୟତ ପ୍ରତିଭାକୁ ଗାଁ ରୁ ଜିଲ୍ଲା ରାଜ୍ୟ ଦେଶ ରେ ଯେଭଳି ପ୍ରତିଭା କୁ କଲୋଚନ କୁ ଆଣି ବିଶ୍ବଦରବାର ଯେଭଳି ଆକର୍ଷିତ କରାଯାଇ ପାରିବ ତାକୁ ପରବ ମାଧ୍ୟମରେ କୋରାପୁଟ ଜିଲ୍ଲା ର ପ୍ରତ୍ଯକ କ ବ୍ଲକର କୋଣଅନୁକୋଣ ରୁ ପ୍ରତିଭା ବାହାର କରି କିଭଳି ଜିଲ୍ଲା ସ୍ତରରେ ନିଜର ପ୍ରତିଭା ପ୍ରତିପାଦନ କରିବେ ଡାକୁନୋ ନଇ ବ୍ଲକ ସ୍ତରରେ ଏଭଳି ପରବ କାର୍ଯ୍ୟକ୍ରା କ୍ରମ କରାଯାଉଥିବା ଦେଖୁବାକୁ ମିଳିଛି ! ଆଜି ମୁଖ୍ୟଅତିଥିଙ୍କ ଦ୍ବାରା ବୈପାରିଗୁଡା ପରବସମ୍ମାନ ରେ କିଛି ବୈପାରିଗୁଡା ବ୍ଲକ ରେ ନିଜର ପରିଚୟତିଆରି କରିଥିବା ବ୍ୟକ୍ତିଙ୍କୁ ମାନପ‌ତ୍ର ସହ ଉପଢୌକନ ନକରାଯାଇଥିଲା I ଆଜିସନ୍ଧ୍ୟାରୁ ବ୍ଲକର ବିଭିନ୍ନ ଗାଁ ମାନଙ୍କରୁ ଆସିଥୁବା ଆଦିବାସୀ ନାଚ ବା ସାସ୍କୃତିକ କାର୍ଯ୍ୟକ୍ରମ ଗୁଡିକୁ ମଞ୍ଚରେ ମଞ୍ଚ ମଞ୍ଚସ୍ତ କରାଯାଇ ସେଥୁରେ ଯେଉଁ ଦଳ ମାନେ ଉତ୍ତୀର୍ଣ୍ଣ ହୋଇଛନ୍ତି ସେମାନଙ୍କୁ ଉତ୍ଥାପନି ଉତ୍ସବ ଯୋଗଦେଇଥିବା ସମ୍ମାନିତ ଅତିଥୁ ଜିଲ୍ଲାପରିଷଦଅଧକ୍ଷା ସୁଶ୍ରୀ ସସ୍ମିତା ମେଲଜା ଓ ଉପାଧ୍ଯକ୍ଷ ଶ୍ରୀଯୁକ୍ତ ରାଧାବିନୋଦ ସାମନ୍ତରାୟ ଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ଆଜିର ପରବ କାର୍ଯ୍ୟକ୍ରମ କୁ ସଫଲକରିବାକୁ ବୈପାରିଗୁଜା ବ୍ଲକ ର ୨୦ଗୋଟି ପଞ୍ଚାୟତ ର ସରପଞ୍ଚ, ସମିତି, ଜିଲ୍ଲାପରିଷଦମେମ୍ବର ବ୍ଲକ ଅଧୁକାରୀ,ICDSଦିଦିଙ୍କସହ,ମିଶନ ଶକ୍ତି ର ସମସ୍ତ SSG ମା, ଥାନା ଅଧୁକାରୀ, ଅଗ୍ନିଶ୍ରମବିଭାଗ, ସ୍ଥାନୀୟ ସମାଜସେବୀ,ସାମ୍ବାଦିକ ଭାଇ ମାନଙ୍କ ସହଯୋଗ ରେ ଏହି ପରବ କାର୍ଯ୍ୟକ୍ରମ ସଫଲ ହୋଇଥୁଲା ପରବ କାର୍ଯ୍ୟକ୍ରମ କୁ ସ୍ଥାନୀୟ CYSD(ପ୍ରୟାସ),ସିନୀ ଓ ହର୍ଟିକଲଚର ବିଭାଗ ଦ୍ବାରା ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରଦର୍ଶନୀ ହୋଇଥୁବା ଦେଖୁବାକୁ ମିଳିଥିଲା ।.

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *