ବିମାନ ବନ୍ଦର ପାଇଁ ସାଂସଦ ପ୍ରତିନିଧ ନିଯୁକ୍ତ।ଜୟପୁର, :କୋରାପୁ ପୁଟ ଜିଲ୍ଲା ଜୟପୁର ବିମାନ ବନ୍ଦରରେ ଯାତ୍ରୀ ମାନଙ୍କ ତଦାରଖ କରିବା ପାଇଁ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା ଜୟପୁର ବିମାନ ବନ୍ଦର ଯାତ୍ରୀ ସେବା ନିମନ୍ତେ ଦୁଇ ଜଣ ବରିଷ୍ଠ ଦଳୀୟ ନେତାଙ୍କୁ ଚୟନ କରିଛନ୍ତି। କୋରାପୁଟ ଜିଲ୍ଲା ପୂର୍ବତନ ଜିଲ୍ଲା ସଭାପତି ଦୁର୍ଗା ଶଙ୍କର ସାହୁ(ବୁଲୁ), ଏବଂ ସ୍ଵର୍ଗତ ମନ୍ତ୍ରୀ ରଘୁନାଥ ପଟ୍ଟନାୟକଙ୍କ ସୁପୁତ୍ର ଧିରେନ ମୋହନ ପଟ୍ଟନାୟକଙ୍କୁ ନିୟୋଜିତ କରିଛନ୍ତି । ଏହି ଦୁଇ ଜଣ ଜୟପୁର ବିମାନ ଯାତ୍ରୀମାନଙ୍କ ସୁବିଧା ଅସୁବିଧା ବିଷୟ ବୁଝିବା ନିମନ୍ତେ ଗଣମାଧ୍ଯମ ଧ୍ଯମରେ କୋରାପୁଟ ସାଂସଦ ସୂଚନା ଦେଇ ଛନ୍ତି।
ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।
Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…