ଶିଶୁମନ୍ଦିର ମୁଖପତ୍ର ଶାରଦା ଉନ୍ମୋଚିତ l

Spread the love

ଶିଶୁମନ୍ଦିର ମୁଖପତ୍ର ଶାରଦା ଉନ୍ମୋଚିତ l

ଜୟପୁର : ଶାରଦା ବିହାର ଶିଶୁ
ବିଦ୍ୟାମନ୍ଦିରର ମୁଖପତ୍ର ‘ଶାରଦା’ ଉନ୍ମୋଚିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ସତ୍ୟନାରାୟଣ ସେଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି କିଶୋରଚନ୍ଦ୍ର ପଣ୍ଡା, କୋଷାଧ୍ୟକ୍ଷ ସୁରେଶ କୁମାର ନନ୍ଦ, ପୂର୍ବତନ ସମ୍ପାଦକ ପଙ୍କଜ କୁମାର ପାତ୍ର, ପୂର୍ବତନ କୋଷାଧ୍ୟକ୍ଷ ପରମେଶ୍ବର ପାତ୍ର, କୈଳାସ ଚନ୍ଦ୍ର ପଣ୍ଡା ପ୍ରମୁଖ ମଞ୍ଚାସୀନ ହୋଇ ମୁଖପତ୍ରର ଲୋକର୍ପଣ କରିଥିଲେ । ଶାରଦା ପତ୍ରିକାରେ ସ୍ଥାନ ଶିକ୍ଷାବିତ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଲେଖା ସ୍ଥାନ ପାଇଛି। କବିତା, ଗଳ୍ପ, ପ୍ରବନ୍ଧ ଗୁଡ଼ିକ ଛାତ୍ରଛାତ୍ରୀଙ୍କ ପାଇଁ ଉପଦେୟ ହେବ ବୋଲି ଅତିଥିମାନେ ପ୍ରକାଶ କରିଥିଲେ। ଏଥିସହ ଶିଶୁମାନଙ୍କୁ ପରବର୍ତ୍ତୀ ସମୟରେ ସାହିତ୍ୟ ସାଧନ କରିବାକୁ ପ୍ରସୋହିତ କିରିବ ବୋଲି ପ୍ରଧାନ ଅଚାର୍ଯ୍ୟ ଶ୍ରୀ ସେଠୀ ପ୍ରକାଶ କରିଥିଲେ | ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *