ଜୟପୁର ସଦର ପୋଲିସ୍ ଙ୍କ ଦ୍ଵାରା ସେକ୍ସ୍ ରାକେଟ ଠାବ l

Spread the love

ଜୟପୁର ସଦର ପୋଲିସ୍ ଙ୍କ ଦ୍ଵାରା ସେକ୍ସ୍ ରାକେଟ ଠାବ l

ଜୟପୁର : ଜୟପୁର ସଦର ଥାନା ଅନ୍ତର୍ଗତ ବଙ୍ଗଳାବଡ ର ଏକ ଘର ଭିତରେ ଅନୈତିକ ସେକ୍ସ୍ କାର୍ଯ୍ୟ ଚାଲୁଥିବା ବେଳେ ସଦର ପୋଲିସ ଚଢାଉ କରିଥିଲେ । ଚଢାଉ ରେ ଜଣେ ମହିଳା ଅଭିଯୁକ୍ତ ସହ ୪ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ପଶ୍ଚିମବଙ୍ଗର ରବିନ୍ଦ୍ର ନାଥ ମଣ୍ଡଳ (୩୪), କୁନ୍ଦୁରା ଥାନା ଘିଉ ଉରିଗାଗୁଡା ମାନସିଂ ଘିଉରିଆ (୩୩), ମାଲକାନଗିରି ଜିଲ୍ଲା ଏମଭି ୭୯ର ବି ବିଲୁ ସଗରିଆ (୩୪) ଓ ଜଣେ ମହିଳା ଅଭିଯୁକ୍ତ ରହିଛନ୍ତି । ପୋଲିସ ସୂଚନା ଅନୁଯାୟୀ ଗତ କିଛି ଦିନ ରାତ୍ର ରେ ଜୟପୁର ସଦର ପୋଲିସ କଳାଗୁଡା ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ସେହି ସମୟରେ ବଙ୍ଗଳାବାଡରେ ଅନୈତିକ କାଯ୍ୟ ଚାଲୁଥିବା ପୋଲିସ ଏକ ବିଶେଷ ସୁତ୍ରରୁ ସୁଚନା ପାଇ ଚଢାଉ କରିଥିଲା । ଚଢାଉରେ ପୋଲିସ ଜଣେ ମହିଳା ଙ୍କ ସହ ଗିରଫ କରି କରିଛି । ସେମାନଙ୍କ ଠାରୁ ବ୍ୟବହୃତ ଓ ଅବ୍ୟବହୃତ ଆପରି ଶହ ଟଙ୍କା, ଏଟିଏମ୍ କାର୍ଡ ଜବତ କରିଛି। ୬୦/୨୫ ରେ ମାମଲା ରୁଜୁ କରି ४ ଅଭିଯୁକ୍ତ କୁ ଗିରଫ କରି ସଂନ୍ଧ୍ୟା ୫ଟାରେ କୋର୍ଟ ଚାଲାଣ କରାଯାଇଥିବା

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *