ଗୁଗୁଲ୍ ମ୍ୟାପ୍ ଉପରେ ନିର୍ଭର କରି ଚାଲି ଯାଇଛି ୩ ଜୀବନ

Spread the love

ଗୁଗୁଲ୍ ମ୍ୟାପ୍ ଉପରେ ନିର୍ଭର କରି ଚାଲି ଯାଇଛି ୩ ଜୀବନ

ଉତ୍ତରପ୍ରଦେଶର ବରେଲି ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଛି। ଗୁଗୁଲ ମ୍ୟାପ ଉପରେ ଭରସା କରି ଚାଲି ଯାଇଛି ୩ ଜୀବନ। ଗୁଗୁଲ୍ ମ୍ୟାପ୍ ଦ୍ୱାରା ନିର୍ଦ୍ଦେଶିତ ଭୁଲ ବାଟରେ ଯାଇ ନିର୍ମାଣାଧୀନ ପୋଲରୁ ଓଲଟି ଏକ କାରଟି ରାମଗଙ୍ଗା ନଦୀକୁ ଖସି ପଡ଼ି ୩ ଜଣଙ୍କ ମୃତ୍ୟୁ ଘଟିଛି।ବିବେକ, ଅମିତ ଓ ଅନ୍ୟ ଜଣେ ବ୍ୟକ୍ତି ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଗୁରୁଗ୍ରାମରୁ ବରେଲି ଯାଉଥିଲେ। ନେଭିଗେସନ୍ ପାଇଁ ଗୁଗୁଲ୍ ମ୍ୟାପ୍ ଉପରେ ନିର୍ଭର କରି ସେମାନେ ଗାଡ଼ି ଅଜାଣତରେ ଏକ ଅଧ ନିର୍ମିତ ଫ୍ଲାଏଓଭର ନିକଟରେ ପହଞ୍ଚି ଯାଇଥିଲେ। ନିର୍ମାଣାଧୀନ ପୋଲ ବିଷୟରେ ଜାଣି ନ ପାରି ୫୦ ଫୁଟ ତଳକୁ ନଦୀରେ ଖସି ପଡ଼ିଥିଲା।

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *