ଚାଷୀ ସଚେତନତା ରଥର ଶୁଭାରମ୍ଭ ଖରିଫ ଧାନ ସଂଗ୍ରହ କାର୍ଯ୍ୟକ୍ରମ l

Spread the love

ଚାଷୀ ସଚେତନତା ରଥର ଶୁଭାରମ୍ଭ ଖରିଫ ଧାନ ସଂଗ୍ରହ କାର୍ଯ୍ୟକ୍ରମ

ଜୟପୁର:କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଶୁଭାରମ୍ଭ ହେଲା ଚାଷୀ ସଚେତନତା ରଥା ଆଜି ଜୟପୁର ଉପଜିଲ୍ଲାପାଳ ତଥା ନିୟନ୍ତ୍ରିତ ବଜାର କମିଟି ଚେୟାରମେନ ସୁଶ୍ରୀ ଆକାକରମ୍ ସସ୍ଯା ରେଡ୍ଡି ସବୁଜ ପତାକା ଦେଖାଇ ଆଜି ଚାଷୀ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି । ଏହି ରଥ ବିଭିନ୍ନ ବ୍ଳକ୍ ପରିକ୍ରମା କରି ଚାଷୀ ମାନଙ୍କୁ ସଚେତନ କରାଇବା ଖରିଫ ଧାନ ବିପଣନ ଋତୁ ୨୦୨୪-୨୫ ରେ ଚଳିତ ବର୍ଷ ଧାନ ସଂଗ୍ରହ କରିବା ପାଇଁ ଗ୍ରହଣ କରାଯାଇଥିବା ଉପଯୋଗୀ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ଲିଣ୍ଟା ଲ ପ୍ରତି ୩୧୦୦ ଟଙ୍କା ସରକାର ଧାର୍ଯ୍ୟ କରିଛନ୍ତି।

ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ ପାଇଁ ଧାନ ର ମାଳନିରୂପଣ ପାଇଁ ଉଚିତ୍ ହାରାହାରି ଗୁଣବତ୍ତା ସମ୍ପର୍କରେ ସଚେତନ କରାଇବା ଧାନରେ କାଲି, ଗୋଡ଼ି, ମାଟି, ପଥର, ଧୂଳି, ନଷ୍ଟ ବେରଙ୍ଗି, ଗଜା ଉଠିQକା, ଅପରିପକ୍ଷ, କଞ୍ଚା, ସବୁଜ ଅଳ୍ପ ତଳ ଶ୍ରେଣୀୟ ଧାନର ଅପମିଶ୍ରଣ, ଆଦ୍ରତା ବା ଦଳୀୟ ଅଂଶ ନଥୁବା ପରିଷ୍କାର ଧାନ ସଂଗ୍ରହ କରାଯିବା ସୁସ୍ଥ ଶସ୍ୟ ଦାନା ଠାରୁ ଭିନ୍ନ ବା ନିକୃଷ୍ଟ ଉପାଦାଳ ନଥୁବା ହାରାହାରି ଗୁଣବରା ଧାନଗ୍ରହଣ କରାଯିବ ଏହି ଜୟପୁର ଉପଜିଲ୍ଲାପାଳ ତଥା ଆଁ ଏମ୍ ସି ର ଚେୟାରମେନ୍ ସୂଶ୍ରୀ ଆକାଓଆରମ୍ ସସ୍ୟା ରେଡ୍ଡି, ବେସାମରିକ ଯୋଗାଣ ଅଧୁକାରୀ ସର୍ବେଶ୍ୱର ନାୟକ,ସହାୟକ ଯୋଗାଣ ଅଧୁକାରୀ ସୁସୀଲ ଜେଳା, ଡାଇରେକ୍ଟର ଦେବେନ୍ଦ୍ର ବାହିନୀପତି, ଏବଂ ନିୟନ୍ତ୍ରିତ ବଳାର କମିଟି ର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *