କାର୍ଯ୍ୟକ୍ଷମ ହେଲା ନୂଆ, ସ୍ମୃତିରେ ରହିବ ପୁରୁଣାଜୟପୁର l

Spread the love

କାର୍ଯ୍ୟକ୍ଷମ ହେଲା ନୂଆ, ସ୍ମୃତିରେ ରହିବ ପୁରୁଣାଜୟପୁର : ଆଜିଠାରୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବ ନୂଆ ସରକାରୀ ବସଷ୍ଟାଣ୍ଡ ମଙ୍ଗଳବାର ଓ ବୁଧବାର ଦୁଇଦିନ ପୁରୁଣା ସରକାରୀ ବସଷ୍ଟାଣ୍ଡରୁ ବସ ଗଡ଼ିବା ସହ ନୂଆ ସରକାରୀ ବସ୍‌ଷ୍ଟାଣ୍ଡରେ ପ୍ରବେଶ କରି ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଇଥିଲା। ତେବେ ଗୁରୁବାରଠାରୁ ସମସ୍ତ ବସ୍ ନୂଆ ବସଷ୍ଟାଣ୍ଡରୁ ଗାଡ଼ି ଛାଡ଼ିବା ପରେ ପୁରୁଣାବସଷ୍ଟାଣ୍ଡରେ ପ୍ରବେଶ କରି ଯାତ୍ରୀ ଉଠାଇ ଗନ୍ତବ୍ୟସ୍ଥଳକୁ ଯିବା ଆଜି ଉଭୟ ନୂଆ ଓ ପୁରୁଣା ବସଷ୍ଟାଣ୍ଡରେ ଟିକଟ୍ କାଉଣ୍ଟର ଖୋଲା ଥିଲା|ହେବେ ନୂଆ ଲୋକଙ୍କୁ ଟେଣ୍ଡର ମାଧ୍ୟମରେ ପ୍ରଦାନ କରାଯିବା ସେହିପରି ନୂଆ ବସ୍‌ଷ୍ଟାଣ୍ଡରେ ଥିବା ୩୦ ଷ୍ଟଲ ମଧ୍ୟରୁ ୫ଟି ନିଜସ୍ବ ବ୍ୟବହାର ପାଇଁ ପରିବହନ ବିଭାଗ ରଖିବାକୁ ଥିବା ବେଳେ ଅବଶିଷ୍ଟ ୨୫ଷ୍ଟଲ୍‌କୁ ଖୁବ ଶୀଘ୍ର ପ୍ରଦାନ କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ନୂଆ ବସଷ୍ଟାଣ୍ଡକୁ ୮ରୁ ୧୦ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *