ଆଜିଠାରୁ ଜୟପୁର ୨୬ ନମ୍ବର ଜାତୀୟ ରାଜପଥ ନିକଟରେ ବସ୍ ରହଣୀ ଉପରେ ପ୍ରଶାସନ ଦେଲା ବ୍ରେକ l

Spread the love

ଆଜିଠାରୁ ଜୟପୁର ୨୬ ନମ୍ବର ଜାତୀୟ ରାଜପଥ ନିକଟରେ ବସ୍ ରହଣୀ ଉପରେ ପ୍ରଶାସନ ଦେଲା ବ୍ରେକ

ଜୟପୁର ; ଆଜିଠାରୁ କୋରାପୁଟ ପୁଟ ଜିଲ୍ଲା ଜୟପୁର ବସଷ୍ଟାଣ୍ଡ ତଥା ୨୬ ନମ୍ବର ର ଜାତୀୟ ର ରାଜପଥ ଥରେ ବସ୍ ରହଣୀ ଉପରେ ପ୍ରଶାସନ ଦେଲା ବ୍ରେକ। କୋରାପୁଟ ଜିଲ୍ଲା ଜୟପୁର ବେଆଇନ ଭାବେ ରାସ୍ତାର ଦୁଇ କଡରେ ଦୀର୍ଘ ଦିନ ଧରି ବସ୍ ଗୁଡ଼ିକ ରହୁଥିଲା। ଯାହା ଫଳରେ ଟ୍ରାଫିକ ସମସ୍ଯା ଉପୂଜୁଥିଲା ।

ଟ୍ରାଫିକ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖୁ ଶାସନ ଏହି ଭଳି ପଦକ୍ଷେପ I ଗ୍ରହଣ କରିଥିବା ସୂଚନା ଦେଇଛନ୍ତି ଜୟପୁର ଏସଡିପିଓ ଅଙ୍କିତ ବର୍ମା I ଟ୍ରାଫିକ ସମସ୍ୟା କୁ ନେଇ ଜୟପୁର ପୁର ବାସୀ ଦୀର୍ଘ ଦିନ ରି ଅଭିଯୋଗ କରି ଆସୁ ଆସୁଥିଲେ ।୨୬ ନମ୍ବର ଜାତୀୟ ଜପଥ ଦୁଇ କଡରେ ବସ୍ ଦୀର୍ଘ ସମୟ ଧରି ଠିଆ ହେଉଥିଲା, ଯା ଫଳରେ କି ଜନଗହଳିପୂର୍ଣ ଟ୍ରାଫିକ ସମସ୍ଯ ଅକ ଦେଖୁବାକୁ ମିଳିଥିଲା । କିନ୍ତୁ ଏବେ ଜିଲ୍ଲା ପ୍ରଶାସନ ତରଫରୁ ଟ୍ରାଫିକ -ନିୟନ୍ତ୍ରଣ ପାଇଁ ବସ୍ ରହଣୀ କୁ ବନ୍ଦ କରିଦେଇଛି। ଜୟପୁର ଉପଜିଲ୍ଲାପ – କାର୍ଯ୍ୟାଳୟ ଠାରେ ପ୍ରଶାସନ ଏବଂ ଜିଲ୍ଲାପାଳଙ୍କଘରୋଇ ବସ୍ ମାଲିକ ସଂଘ ଓ ସରକାରୀ ବସ୍ କର୍ମଚାରୀଙ୍କୁ ନେଇ କୋରାପୁଟ ଆରଟିଓ ଙ୍କ ଉପସ୍ଥିତିରେ ଗତକାଲି କଡରେ ବସ୍ ରହଣୀ କୁ ବନ୍ଦ ନିମନ୍ତେ ବୈଠକରେ ନିଷ୍ପତି ହୋଇଥିଲା।

ଯଦି ପ୍ରଶାସନର ନିର୍ଦ୍ଦେଶକକୁ ଅବମାନନା କଲେ ) ଲାଗିବ ଜରିମାନା ବୋଲି ପ୍ରଶାସନ ତରଫରୁ କୁହାଯାଇଥିଲା । ଏନେଇ ଜୟପୁର ଏସଡିପିଓ ଅଙ୍କିତ୍ ବର୍ମା । ଗଣମାଧ୍ଯମ ଗଣମାଧ୍ୟମକୁ ମଧ୍ୟ ସୂଚନା ଦେଇଛନ୍ତି । ଘରୋଇ ବସ୍ ବସଷ୍ଟାଣ୍ଡ ରେଳ ଯେପରି ଯାତାୟାତ ରହଣୀ କାର୍ଯ୍ୟକାରୀ ହେବ ଏଥୁପ୍ରତି ବିଶେଷ ଧ୍ୟାନ ଦିଆଯାଉଛି। ଆଜି ଠାରୁ କୋରାପୁଟ ଆରଟିଓ ଓ ପୋଲିସ ପୋଲିସ ର ମିଳିତ ଭାବେ ଏହାକୁ ତଦାରଖ କରିବା ନେଇ ସୂଚନା ଦେଇଛନ୍ତି ଜୟପୁର ଏସଡିପିଓ ଅଙ୍କିତ୍ ବର୍ମା।ଯଦି ଏହାକୁ ଉଲ୍ଲଘନ କଲେ ଫାଇନ ଆଦାୟ କରାଯିବ ବୋଲି ରୋକ ଠୋକ୍ ଭାବେ କୁହାଯାଇଛି । ଯେଉଁ ସରକାରୀ ପୁରୁଣା ବସଷ୍ଟାଣ୍ଡ ରହିଛି ଆଗାମୀ ଦିନରେ କିଛି ମାତ୍ରାରେ ଘରୋଇ ବସ୍ ଯିବା ଆସିବା ଯାତ୍ରୀମାନଙ୍କ ପାଇଁ ସୁବିଧା କରାଯିବା ନିମନ୍ତେ ମଧ୍ୟ ପ୍ରୟାସ କରାଯାଉଛି ବୋଲି ସୂଚନା ଦିଆଯାଇଛି। ତେବେ ଆଜି ଠାରୁ ବସଷ୍ଟାଣ୍ଡ ରୁ କୈାଣସି ଉଠାଇବ ନାହଁ କି ବସ୍ ଯାତ୍ରୀ ମାନଙ୍କୁ ଉ ଓହ୍ଲାଇବ ନାହିଁ ବୋଲି ଉକ୍ତ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଆଜି ଜୟପୁର ବସଷ୍ଟାଣ୍ଡରେ କୈାଣସି ବସ୍ ରହଣୀ ଦେଖୁବାକୁ ମିଳି ନ ଥିଲା । ହଠାତ୍ ପ୍ରଶାସନ ତରଫରୁ ବସ୍ ରହିଣୀ କୁ ବନ୍ଦ କରିଦେବା ହେତୁ ଯାତ୍ରୀମାନେ ମଧ୍ୟ କିଛି ମାତ୍ରାରେ ହନ୍ତସନ୍ତ ହେଉଥିବା ଦେଖୁବାକୁ ମିଳିଛି ।

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *