ବାଙ୍ଗଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରି ରାଷ୍ଟ୍ରପତିଙ୍କ ଉଦ୍ୟସରେ ଦାବିପତ୍ର ପ୍ରଦାନ l

ବାଙ୍ଗଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରି ରାଷ୍ଟ୍ରପତିଙ୍କ ଉଦ୍ୟସରେ ଦାବିପତ୍ର ପ୍ରଦାନ

ଜୟପୁର : ବାଂଲାଦେଶ ରେ ଭାରତୀୟ ହିନ୍ଦୁ ମାନଙ୍କ ଉପରେ ଅମାନବୀୟ ଅତ୍ୟାଚାର କୁ ବିରୋଧ କରି କୋରାପୁଟ ହିନ୍ଦୁ ଜାଗରଣ ମଞ୍ଚ ତରଫରୁ ଆରଟିଓ ପଡିଆ ଠାରୁ ବିରାଟ ରାଲି ରେହିନ୍ଦୁ ମାନଙ୍କୁ କରାଯାଉଛି, ସେମାନଙ୍କୁ ଫାସି ଖୁଣ୍ଟରେ ଝୁ ଲାଇ ଦିଆ ଯାଉଛି, ହିନ୍ଦୁ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର କୁ ନିନ୍ଦା କରାଯାଇଥୁଲା, ଭାରତ ରେ ରହିଥିବାଆସି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ଜିଲ୍ଲାପାଳ ଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ୟସରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି, ବାଂଲାଦେଶୀ ରେ ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର କରାଯାଉଛି, ଯେତେବେଳ ବାଂଲାଦେଶ ରେ ହିଂସା ଉପୁଜିଥିଲା ସେମାନେ ଭାରତ ରେ ଆଶ୍ରୟ ନେଇଥ୍ ଲେ, ଭାରତ ସେତେବେଳେ ସେମାନଙ୍କୁ ଆଶ୍ରୟ ଦେଇଥିଲା, ଭାରତ ରେ ଲକ୍ଷ ଲକ୍ଷ ବାଂଲାଦେଶୀ ରହିଛନ୍ତି, ଭାରତ ତରଫରୁ ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆ ଯାଇଛି, କିନ୍ତୁ ବାଂଲାଦେଶ ରେ ରହୁଥ‌ିବା ବାଂଲାଦେଶୀ ଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ତୁରନ୍ତ ବାହାର କରାଯିବା ପାଇଁ ହିନ୍ଦୁ ଜାଗରଣ ମଞ୍ଚ ଦାବି କରିଛି, ଅନେକ ବୁଲା ବିକାକୀ ରହିଛନ୍ତି, ସେମାନଙ୍କ ଆଧାର କାର୍ଡ ଯାଞ୍ଜ କରିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଥିଲା, ଏହି ରାଲିରେ କୋରାପୁଟ ଜିଲ୍ଲାର ୧୪ ଗୋଟି ବ୍ଲକ ରୁ ପ୍ରାୟ ୨ ହଜାର ଉଦ୍ଧ ଲୋକେ ଙ୍କ ସମେତ ଜିଲ୍ଲା ସଂଯୋଜକ ଗଣେଶ ଆଚାର୍ଯ୍ୟ, ହରିଶ ପରିଡା, ବାବୁ ଭାଇଜାନ, ଚିଦାନନ୍ଦ ଶତପଥ୍ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *