ନବରଂଗପୁରରୁ ହାଇଦ୍ରାବାଦକୁ ଦାଦନ ସୁଅ

ନବରଂଗପୁରରୁ ହାଇଦ୍ରାବାଦକୁ ଦାଦନ ସୁଅ ନବରଙ୍ଗପୁର: କାମ ଅନ୍ଵେଷଣରେ ମୃତ୍ୟୁର ଉପତ୍ୟକାରେ ଜୀବନ ସହ ଲଢ଼ୁଛନ୍ତି ଦାଦନ। ପେଟ ଚାଖଣ୍ଡକ ପାଇଁ ନିରୀହ ଲୋକେ ଦାଦନ ଖଟିବାକୁ ଯାଇ କେବେ ଶବ ହୋଇ ଫେରୁଛନ୍ତି ତ ଆଉ କେବେ ଆହାତ, ଏଡସ୍…