ଗୁଣ୍ଡିଚା ମନ୍ଦିରରେ ଭକ୍ତିପୂର୍ଣ୍ଣ ଭଜନ ସନ୍ଧ୍ୟା
ଗୁଣ୍ଡିଚା ମନ୍ଦିରରେ ଭକ୍ତିପୂର୍ଣ୍ଣ ଭଜନ ସନ୍ଧ୍ୟା ଜୟପୁର, ଓଡିଶା, ଛତିଶଗଡ଼ ଏବଂ ଅନ୍ୟାନ୍ୟ ରାଜ୍ୟରେ ପ୍ରସିଦ୍ଧ ମାଷ୍ଟର୍ସ ଭଏସ୍ ମ୍ୟୁଜିକ୍ ଗ୍ରୁପ୍ ର ତତ୍ତ୍ୱାବଧାନରେ ଆଜି ସନ୍ଧ୍ୟାରେ ଜୟପୁର ର ଗୁଣ୍ଡିଚା ମନ୍ଦିର ମଣ୍ଡପମରେ ଏକ ଭକ୍ତିପୂର୍ଣ୍ଣ ଭଜନ ସନ୍ଧ୍ୟାର ଆୟୋଜନ…
ଟିପର ଚକା ତଳେ ଚାପି ହୋଇ ଜଣକ ଜୀବନ ଗଲା
ଟିପର ଚକା ତଳେ ଚାପି ହୋଇ ଜଣକ ଜୀବନ ଗଲା ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ଡାବୁଗାଁ – ବୋରିଗାଁ ପୂର୍ତ୍ତ ବିଭାଗ ରାସ୍ତା ଉପରେ ବସଷ୍ଟାଣ୍ଡ ନିକଟରେ ଏକ ଟିପର ଚକା ତଳେ ଜଣେ ଲୋକ…
ରାସ୍ତାରେ ପାଣି, ୩ ଗାଁ ବିଚ୍ଛିନ୍ନ
ରାସ୍ତାରେ ପାଣି, ୩ ଗାଁ ବିଚ୍ଛିନ୍ନ ବୈପାରିଗୁଡ଼ା : ରାସ୍ତା ଉପରେ ୨ ଫୁଟ୍ ଉଚ୍ଚରେ ପାଣି ପ୍ରବାହିତ ହେବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିଯୋଗୁଁ ୩ ଖଣ୍ଡ ଗ୍ରାମବାସୀଙ୍କ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଥିବା ବେଳେ ଅଞ୍ଚଳବାସୀ ଏକପ୍ରକାର…
ଜୟପୁର ସହରରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର
ଜୟପୁର ସହରରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ଜୟପୁର : ସ୍କୁଲ ଅଛି । ପାଠପଢା ଚାଲିଛି । କିନ୍ତୁ ପାଠ ପଢାଉଥିବା ମହିଳା ଜଣଙ୍କ ଶିକ୍ଷୟିତ୍ରୀ ନୁହଁନ୍ତି । ସେ ହେଉଛନ୍ତି ଜଳ ସେଚନ ବିଭାଗର ଚତୁର୍ଥ ଶ୍ରେଣୀ କର୍ମଚାରୀ…
ବନ ମହୋତ୍ସବ ସପ୍ତାହିକ ଉପଲକ୍ଷେ ଜୟପୁର ପରିସରରେ ବୃକ୍ଷରୋପଣ ଅନୁଷ୍ଠିତ
ବନ ମହୋତ୍ସବ ସପ୍ତାହିକ ଉପଲକ୍ଷେ ଜୟପୁର ପରିସରରେ ବୃକ୍ଷରୋପଣ ଅନୁଷ୍ଠିତ କୋରାପୁଟ: ଜୟପୁର , ଜିଲ୍ଲା ଆଇନ ସେବା ପ୍ରାଧିକରଣ,ଜୟପୁର ଏବଂ ବିଭାଗୀୟ ବନ ଅଧିକାରୀ ଙ୍କ ମିଳିତ ଆନୁକୂଲ୍ୟରେ ବନ ମହୋତ୍ସବ ସପ୍ତାହ ଅବସରେ ଜିଲ୍ଲା ଜଜ୍ ତଥା ଅଧକ୍ଷ୍ୟ…
ପୁଣି ମାଓ ହିଂସା: ଗ୍ରାମବାସୀଙ୍କୁ ପୁଲିସ ଇନଫର୍ମର ସନ୍ଦେହରେ ହତ୍ୟା
ପୁଣି ମାଓ ହିଂସା: ଗ୍ରାମବାସୀଙ୍କୁ ପୁଲିସ ଇନଫର୍ମର ସନ୍ଦେହରେ ହତ୍ୟା ମାଲକାନଗିରି: କେନ୍ଦ୍ର ଓ ରାଜ୍ୟ ସରକାର ବୃହତ୍ ଯୋଜନା ମାଧ୍ୟମରେ ମାଓବାଦୀଙ୍କ ମୂଳୋତ୍ପାନଟ ପାଇଁ ଯୋଜନା କରୁଛନ୍ତି। କିନ୍ତୁ ମାଓବାଦୀମାନେ ମଝିରେ ମଝିରେ ରକ୍ତପାତ କରୁଛନ୍ତି। ସୁଯୋଗ ପାଇଲେ ପ୍ରଜାକୋର୍ଟ…
ରାମଗିରି ସାପ୍ତାହିକ ହାଟରେ ଗଛ ପଡ଼ି ଅଟୋ ଚୂରମାର
ରାମଗିରି ସାପ୍ତାହିକ ହାଟରେ ଗଛ ପଡ଼ି ଅଟୋ ଚୂରମାର ବୈପାରିଗୁଡା : ବୈପାରିଗୁଡ଼ା ବ୍ଲକ ରାମଗିରି ସାପ୍ତାହିକ ହାଟରେ ଅଭାବନୀୟ ଘଟଣା ଘଟିଛି | ଲଘୁଚାପ ବର୍ଷା ପ୍ରଭାବରେ ଗଛ ଭାଙ୍ଗି ଯିବାରୁ ଘଟରେ ଥିବା ଏକ ଅଟୋ ଚୁରମାର ହୋଇଯ…
କୋରାପୁଟ – ଜୟପୁର ରେଳ ପଥ ମଧ୍ୟରେ ଭୂସ୍ଖଳନ,ରେଳ ଚଳା ଚଳ ବନ୍ଦ
କୋରାପୁଟ – ଜୟପୁର ରେଳ ପଥ ମଧ୍ୟରେ ଭୂସ୍ଖଳନ,ରେଳ ଚଳା ଚଳ ବନ୍ଦ, କୋରାପୁଟରେ ଲଗାଣ ବର୍ଷା ଜାରି ।ରେଳ ଧାରଣା ଉପରେ ମାଟି -ଧସିଲା,ପାହାଡ଼ରୁ ମାଟି ଧସି ରେଳ ପଥ ଅବରୋଧ । ଟ୍ରେନ ଚଳାଚଳ ବନ୍ଦ।କୋରାପୁଟ – ଜୟପୁର…
ଆମ୍ବୁଲାନ୍ସ ପାଇଁ ଗର୍ଭବତୀ ଚାଲିଲେ ଅଧ କିଲୋମିଟର
ଆମ୍ବୁଲାନ୍ସ ପହଞ୍ଚି ପାରିଲାନି ଗର୍ଭବତୀ ଅଧ କିଲୋମିଟର ଚାଲିଲେ ବୈପାରିଗୁଡା :ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ ଅଧ କିଲୋମିଟର ଦୂର କାଦୁଅ ପଚପଚ ରାସ୍ତାରେ ଚାଲି ଚାଲି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଯିବାକୁ ପଡ଼ିଲା ଜଣେ ଗର୍ଭବତୀ ମହିଳାଙ୍କୁ ଏଭଳି ଦୃଶ୍ୟ ଦେଖିବାକୁ…
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍
ରାୟଗଡ଼ା ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ ମଙ୍ଗଳବାର ଗିରଫ କରିଛି ଭିଜିଲାନ୍ସ ସେ ହେଉଛନ୍ତି ରାୟଗଡ଼ା ଜଳ ବିଭାଜିକା ପ୍ରକଳ୍ପର ପୂର୍ବତନ ନିର୍ଦ୍ଦେଶକ (ପିଡି) ତଥା ବର୍ତ୍ତମାନ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ…