ମୁମ୍ବାଇରେ ଅପରେସନ ପରେ ଜୁଲାଇ ୧୨ରେ ଓଡ଼ିଶା ଫେରିବେ ନବୀନ

ଭୁବନେଶ୍ବର: ସ୍ବାସ୍ଥ୍ୟଜନିତ ସମସ୍ୟାର ସମ୍ମୁଖୀନ ହେଲା ପରେ ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିବା ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆସନ୍ତା ୧୨ ତାରିଖରେ ଓଡ଼ିଶା ଫେରିବେ। ସେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅପରାହ୍‌ଣ ୧ଟାରେ…

ଭିନ୍ନକ୍ଷମ ପ୍ରମାଣ ପତ୍ର ଏବେ ବ୍ଲକ ସ୍ତରରେ – ଜିଲ୍ଲାପାଳଙ୍କ ଉଦ୍ୟମରେ ନୂଆ ପଦକ୍ଷେପ

ପଟାଙ୍ଗି/କୋରାପୁଟ,୧୦ ଜୁଲାଇ: ବିକଳାଙ୍ଗ ବ୍ୟକ୍ତିଙ୍କ ସୁବିଧା ପାଇଁ ଏକ ଦୃଢ଼ ପଦକ୍ଷେପ ନେଇ ଜିଲ୍ଲାପାଳ ବି. କୀର୍ତ୍ତି ୱାସନଙ୍କ ନେତୃତ୍ୱରେ କୋରାପୁଟ ଜିଲ୍ଲା ପ୍ରଶାସନ ବ୍ଲକ ସ୍ତରରେ ଭିନ୍ନକ୍ଷମ ପ୍ରମାଣପତ୍ର ଜାରି କାର୍ଯ୍ୟକ୍ରମ ଆରମ୍ଭ କରିଛି। ବ୍ଲକ ସଦର ମହକୁମାରେ ସ୍ୱାସ୍ଥ୍ୟ…

ବନମହୋତ୍ସବ ଉତ୍ସବରେ ବୃକ୍ଷ ରୋପଣ ଓ ଶପଥ ଗ୍ରହଣ।

ଜୟପୁର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଜୟପୁର ରେ ବନମହୋତ୍ସବ ଉଦ୍ୟାପିତ କରାଯାଇଛି। ଏହି ଅବସରରେ ବିଦ୍ୟାଳୟର ସବୁଜ କ୍ଲବ ଓ ଶକ୍ତି କ୍ଲବ ର ସଭ୍ୟ, ସମସ୍ତ ଛାତ୍ରୀ, ଶିକ୍ଷକ ଓ କର୍ମଚାରୀ ଅନୁଷ୍ଠାନରେ ସକ୍ରିୟ ଭାଗ ନେଇଥିଲେ। ବିଦ୍ୟାଳୟ…

ରସଗୋଲା ଦିବସରେ ମହାପ୍ରଭୁଙ୍କ ରସଗୋଲା ମାନଭଞ୍ଜନ ପରମ୍ପରା

ପୁରୀ, ଆଜି ପୁରୀରେ ଉତ୍ସାହ ଓ ଭକ୍ତିଭାବରେ ରସଗୋଲା ଦିବସ ପାଳିତ ହେଲା। ଶ୍ରୀଜଗନ୍ନାଥ ନୀଳାଦ୍ରି ବିଜେ ଅବସରରେ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ମହାପ୍ରଭୁଙ୍କ ପକ୍ଷରୁ ରସଗୋଲା ଭୋଗ ଲାଗି ଦିଆଯାଏ — ଏହା ଏକ ପାଉରାଣିକ ଓ ଅନନ୍ୟ…

ବଣ୍ଡା ଘାଟିରେ ଜନନୀ ଯନ୍ତ୍ରଣା: ରାସ୍ତା ନଥିବାରେ ଦୀର୍ଘ ୧୦ କି.ମି. ବୋହି ନିଆଯାଇଲେ ଗର୍ଭବତୀ

ମାଲକାନଗିରି, ବର୍ଷା ଦିନେ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ବଣ୍ଡାଘାଟି ଅଞ୍ଚଳରେ ଏକ ଦୟନୀୟ ଘଟଣା ସାମ୍ନାକୁ ଆସିଛି। ରାସ୍ତା ଅଭାବ ଓ ବର୍ଷା ବିପର୍ଯ୍ୟୟ ହେତୁ ଗର୍ଭବତୀ ମହିଳା ସୁନାଇ ଭୋଜଙ୍କୁ ୧୦ କିଲୋମିଟର ବାଟ ଭାରରେ ଆମ୍ବୁଲାନ୍ସ ପାଖକୁ…

ଶିଶୁଙ୍କ ନ୍ୟାୟ ଓ ଶିକ୍ଷା ଅଧିକାର ବିଷୟରେ ସଚେତନତା ଶିବିର

ଶିଶୁଙ୍କ ନ୍ୟାୟ ଓ ଶିକ୍ଷା ଅଧିକାର ବିଷୟରେ ସଚେତନତା ଶିବିର ଜୟପୁର, ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର ଙ୍କ ଆନୁକୂଳ୍ୟରେ ଏକ ଦିନିଆ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲା ଜଜ୍ ଓ ପ୍ରାଧିକରଣ ଅଧ୍ୟକ୍ଷ୍ୟ ଶ୍ରୀ…

ନବରଙ୍ଗପୁର ପୌରାଞ୍ଚଳ ପରିମଳ ବ୍ୟବସ୍ଥା ସମ୍ବନ୍ଧରେ ନାଗରିକ କମିଟି ର ଆଲୋଚନା

ନବରଙ୍ଗପୁର ପୌରାଞ୍ଚଳ ପରିମଳ ବ୍ୟବସ୍ଥା ସମ୍ବନ୍ଧରେ ନାଗରିକ କମିଟି ର ଆଲୋଚନା ନବରଙ୍ଗପୁର  ଜୁଲାଇ ୭ (ସିମାଦ୍ରି )ପୌରସଂସ୍ଥା ର ନିର୍ବାହୀ ଅଧିକାରୀ ଡଃ ଅଶୋକ କୁମାର କର୍ଣ୍ଣ ଙ୍କୁ ଜିଲ୍ଲା ନାଗରିକ କମିଟି ତରଫରୁ ପୂର୍ବରୁ ଦିଆଯାଇଥିବା ସ୍ମାରକପତ୍ର ର…

ବର୍ଷା ସତ୍ତ୍ୱେ ଭକ୍ତି ଜୟପୁରରେ ମହରମ୍ ଅବସରରେ ସିଆ ମୁସଲମାନମାନେ ମହା ଶୋଭାଯାତ୍ରା କରିଛନ୍ତି

ଜୟପୁର, ପବିତ୍ର ମହରମ୍ ମାସ ଅବସରରେ, ରବିବାର ସନ୍ଧ୍ୟାରେ ସିଆ ମୁସଲିମ ସମ୍ପ୍ରଦାୟର ତତ୍ତ୍ୱାବଧାନରେ ଜୟପୁରରେ ଏକ ମହାନ ତାଜିଆ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଭକ୍ତି, ପ୍ରତିବଦ୍ଧତା ଏବଂ ତ୍ୟାଗରେ ପରିପୂର୍ଣ୍ଣ ଏହି ଶୋଭାଯାତ୍ରା ବର୍ଷାରେ ମଧ୍ୟ କୌଣସି ବାଧା ବିନା…

ଓଡ଼ିଶା ରାଜସ୍ୱ ଅମଲା ସଂଘର କଳା ବ୍ଯାଜ ପରିଧାନ l

ଓଡ଼ିଶା ରାଜସ୍ୱ ଅମଲା ସଂଘର କଳା ବ୍ଯାଜ ପରିଧାନ l ନବରଙ୍ଗପୁର ୭.୦୭.୨୦୨୫ : ଓଡ଼ିଶା ରାଜସ୍ୱ ଅମଲା ସଂଘର ଏକ ଗୁରୁତ୍ବପୁର୍ଣ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ର ନିଷ୍ପତି ଅନୁସାରେ ଗତ ଜୁନ ୨୫ ତାରିଖରେ  ଓଡ଼ିଶା ରାଜସ୍ୱ ଅମଲା…

ନଦୀ ପାରି ପାଠପଢ଼ା, ଶଶିକୁଡ଼ି ଗ୍ରାମର ଗ୍ରାମବାସୀ ଙ୍କ ଜୀବନ ବିପଜ୍ଜନକ

ନଦୀ ପାରି ପାଠପଢ଼ା, ଶଶିକୁଡ଼ି ଗ୍ରାମର ଗ୍ରାମବାସୀ ଙ୍କ ଜୀବନ ବିପଜ୍ଜନକ କୋରାପୁଟ, ଜୁଲାଇ ୬ (ସିମାଦ୍ରୀ):ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଶଶିକୁଡ଼ି ଗ୍ରାମର ଛାତ୍ରଛାତ୍ରୀ ପାଠପଢ଼ା ପାଇଁ ପ୍ରତିଦିନ ଜୀବନ ବାଜି ଲଗାଇ ନଦୀ ପାର କରୁଛନ୍ତି। ଏହି ଗ୍ରାମରେ ସ୍ଥାନୀୟ…