ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ ।
ଭୁବନେଶ୍ବରରେ, ଦିଲ୍ଲୀରୁ ବିମାନରେ ଆସି ଭୁବନେଶ୍ବରରେ ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ କଂଗ୍ରେସ ନେତାମାନେ ଭବ୍ୟ ସ୍ବାଗତ କରିଛନ୍ତି । ରାଜଧାନୀର ବିଭିନ୍ନ ସ୍ଥାନରେ ଲାଗିଛି ରାହୁଲଙ୍କ ପୋଷ୍ଟର, ହୋଡିଂ ଓ ବ୍ୟାନର । ବିମାନବନ୍ଦର ଛକରୁ ଜୟଦେବବିହାର ଛକ ଯାଏଁ…
ବନ୍ଧୁଗାଁ ବଳାତ୍କାର ମାମଲା ରେ ଏସ ପି ଙ୍କୁ ଭେଟିଲେ ବିଜେଡି ନେତା
କୋରାପୁଟ, ୧୧/୭ ବନ୍ଧୁଗାଁ ଶିଶୁ ବଳାତ୍କାର ମାମଲା ରେ ବନ୍ଧୁଗାଁ ଯାଇ ପୀଡିତା ପରିବାର କୁ ଭେଟିବା ପରେ କୋରାପୁଟ ବିଜୁ ଜନତା ଦଳ ର ସଭାପତି ଝିନ୍ନ ହିକକା ଓ ପୂର୍ବତନ ବିଧାୟକ ରଘୁରାମ ପଡାଲ ଙ୍କ ନେତୃତ୍ୱ ରେ…
ଜିଲ୍ଲା କ୍ରୀଡ଼ା ସଂଘ କର୍ମକର୍ତ୍ତା ନିର୍ବାଚନ ସ୍ଥଗିତ
କୋରାପୁଟ, କୋରାପୁଟ ଜିଲ୍ଲା କ୍ରୀଡାସଂଘ କର୍ମକର୍ତ୍ତା ନିର୍ବାଚନକୁ ନକୁ ଜିଲ୍ଲାପ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ ସ୍ଥଗିତ ରଖ୍ ରଖୁଛନ୍ତି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନିର୍ବାଚନକୁ ସ୍ଥଗିତ ରଖାଯାଇଥିବା ଏକ ବିଜ୍ଞପ୍ତି ଜରିଆରେ କୋରାପୁଟ ଜିଲ୍ଲାପାଳ କାର୍ଯ୍ୟାଳୟ ଳୟ ପକ୍ଷରୁ…
ଜୟପୁରରେ ତୃତୀୟ ଦିନ ଡ୍ରାଇଭରଙ୍କ ଷ୍ଟେରିଂ ଛାଡ଼ ଆନ୍ଦୋଳନ, ଚକଅଖ ବନ୍ଦ ପରିସ୍ଥିତି
ଜୟପୁର,୭ ଦଫା ଦାବି ପୂରଣ ପାଇଁ ଜୟପୁର ଡ୍ରାଇଭର ସଂଘ ତୃତୀୟ ଦିନରେ ମଧ୍ୟ ଅନିଦ୍ଧିଷ୍ଟକାଳ ପାଇଁ ଷ୍ଟେରିଂ ଛାଡ଼ ଆନ୍ଦୋଳନ ଜାରି ରଖିଛି। ଏହାର ପ୍ରଭାବରେ ଜିଲ୍ଲାରେ ଯାତାୟାତ ବ୍ୟବସ୍ଥା ବ୍ୟାପକ ଭାବେ ବିଘ୍ନିତ ହୋଇଛି। ଦୂର ଦୁରାନ୍ତରୁ ଯାତ୍ରୀ…
କୋରାପୁଟ ବିଧାୟକ ରଘୁରାମ ମାଛ ମନ୍ତ୍ରୀ ହେବା ନେଇ ଚର୍ଚ୍ଚା
ଜୟପୁର, ୧୧/ ୭ ଖୁବ ଶୀଘ୍ର ମନ୍ତ୍ରୀ ମଣ୍ଡଳ ପରିବର୍ତନ ହେବା ନେଇ ବି ବିଜେପି ରାଜ୍ୟ ସଭାପତି ସୂଚନା ଦେଇଛନ୍ତି, ମନ୍ତ୍ରୀ ମଣ୍ଡଳ ପରିବର୍ତ୍ତନ ଖବର ଆସିବା ପରେ ଏବେ ବିଧାୟକ ମାନେ ଭୁବନେଶ୍ବର ଡେରା ପକାଇଛନ୍ତି, ଏଥର ମନ୍ତ୍ର…
ଶ୍ରୀ ଶିରିଡି ସାଇ ମନ୍ଦିରରେ ଗୁରୁ ପୂର୍ଣ୍ଣମୀ ପୂଜା।
ଜୟପୁର (ସିମାଦ୍ରି): ଜୟପୁର ଶ୍ରୀ ଶିରିଡି ସାଇ ବାବା ମନ୍ଦିରରେ ଗୁରୁ ପୂର୍ଣ୍ଣମୀ ପୂଜା ମହା ଭକ୍ତିର ସହିତ ଅନୁଷ୍ଠିତ ହୋଇଥିଲା। ଗୁରୁ ପୂର୍ଣ୍ଣମୀ ଅବସରରେ, ସକାଳରୁ ମନ୍ଦିରରେ ଅଭିଷେକ, ବିଶେଷ ସାଜସଜ୍ଜା ଏବଂ ଅର୍ଚ୍ଚନା କରାଯାଇଥିଲା। ଉତ୍ସବର ଅଂଶ ସ୍ୱରୂପ,…
ଧୋଇଗଲା ଅସ୍ଥାୟୀ ପୋଲ: ଏହି ରାଜ୍ୟ ରାଜପଥରେ ଯାତାୟାତ ଠପ୍
ନବରଙ୍ଗପୁର: ଜିଲ୍ଲାର ଲାଇଫଲାଇନ୍ ରାସ୍ତା ହେଉଛି ନବରଙ୍ଗପୁରରୁ ଉମରକୋଟ ୪୦ ନମ୍ବର ରାଜ୍ୟ ରାଜପଥ। ଏହି ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି। ଏହାରି ମଧ୍ୟରେ ନବରଙ୍ଗପୁର ପୂର୍ତ୍ତବିଭାଗ ଡିଭିଜନ୍ ଅଧିନରେ ରାସ୍ତାର ପ୍ରଶସ୍ତୀକରଣ କାମ ଜାରି ରହିଛି। ଏହି…
ଦୁର୍ଗମ ଅଞ୍ଚଳରେ ରାଜସ୍ବ ନିରୀକ୍ଷକ, ଫରେଷ୍ଟର ଲୋକଙ୍କୁ ଲୁଟୁଛନ୍ତି: ମାଓବାଦୀ
ମାଲକାନଗିରି: ସୀମାନ୍ତ କୋଣ୍ଟା ଏରିଆ କମିଟି ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ପୁଲିସ ଗାଁ ଗାଁରେ କ୍ୟାମ୍ପ କରି ରାସ୍ତା, ବ୍ରିଜ ନିର୍ମାଣ କରୁଛି। ଅନ୍ୟଦିଗରେ ଦୁର୍ଗମ ଅଂଚଳରେ ଫରେଷ୍ଟ ଗାର୍ଡ ଏବଂ…
ଶିଶୁକନ୍ୟା ଦୁଷ୍କର୍ମ ଘଟଣାମୁଖ୍ୟ ଅଭିଯୁକ୍ତ ଗିରଫ, ଥାନାରେ ଅଟକ
କୋରାପୁଟ/ବନ୍ଧୁଗାଁ , କୋରାପୁଟଜିଲ୍ଲା ବନ୍ଧୁଗାଁ ଥାନା ଅଧୀନରେ ଜଣେ ଛଅ ବର୍ଷ ବୟସର ଶିଶୁକନ୍ୟା ଦୁଷ୍କର୍ମ ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ ପାଇଁ ଥାନାରେ ଅଟକ ରଖିଛି। ଶିଶୁକନ୍ୟାର ଅବସ୍ଥା ସଙ୍ଗିନ ଥିବାରୁ ପୁଲିସ ପରିବାର…
ନକଲି ବିଦେଶୀ ମଦ ଜବତ
ବୈପାରିଗୁଡା,ତା୧୦।୦୭।୨୦୨୫ କୋରାପୁଟ ଜିଲ୍ଲାର ଗାଁ ଗହଳିରେ ଦେଶୀ, ବିଦେଶୀ ନକଲି ମଦ ବିକ୍ରି ହେଉଥିବାବେଳେ ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଚ଼ଢ଼ଉ ପରେ ବି ବେପାରୀମାନଙ୍କର ଉପରେ କୌଣସି ପ୍ରଭାବ ପଡ଼ୁନାହିଁ। ଏହାକୁ ଆଖ୍ ଆଗରେ ରଖ୍ ଜିଲ୍ଲା ଅବକାରୀ ଅଧିକ୍ଷକ…