ବୋରିଗୁମ୍ମା-ରାଣିଗଡ-କୋରାପୁଟ ରାସ୍ତା ପୁନଃମରାମତି ଦାବିରେ ବିଜେଡ଼ିର ବିକ୍ଷୋଭ
ଜୟପୁର, ୨/୮ ବୋରିଗୁମ୍ମା-ରାଣିଗଡ-କୋରାପୁଟ ରାସ୍ତାର ଦୟନୀୟ ଅବସ୍ଥା ପ୍ରତିବାଦରେ ଆଜି ବିଜୁ ଜନତା ଦଳ ପକ୍ଷରୁ ବାରିଟିପୁଟ ଅଞ୍ଚଳରେ ଥିବା ଇତ୍ରିଗେସନ ଚିଫ୍ ଇଞ୍ଜିନିୟର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ଏହି ବିକ୍ଷୋଭର ନେତୃତ୍ୱ ନେଇଥିଲେ ପୁର୍ବତନ ମନ୍ତ୍ରୀ ଓ ବିଜେଡ଼ି…
ଅଭିବ୍ୟକ୍ତ କୋରାପୁଟ ରେ ୪ ମାସ ହେଲେ ହୋଇପାରୁନି ଜମି-ପ୍ଲଟ ପଂଜୀକରଣ, ମାଲିକମାନେ ଘେରାଉ କରିଲେ ରେଜିଷ୍ଟ୍ରି କାର୍ଯ୍ୟାଳୟ
କୋରାପୁଟ/ନବରଙ୍ଗପୁର,୨/୮କୋରାପୁଟ, ଜୟପୁର,ନବରଙ୍ଗପୁର ଓ ଉମରକୋଟ ସବ୍-ରେଜିଷ୍ଟ୍ରି କାର୍ଯ୍ୟାଳୟରେ ପଛଲା ୪ ମାସ ଧରି ଜମି ଓ ପ୍ଲଟ ବିକ୍ରି ପଂଜୀକରଣ ବନ୍ଦ ରହିଥିବାରୁ, ଗରିବ ଓ ମଧ୍ୟବିତ୍ତ ବର୍ଗର ଜନସାଧାରଣ ଭାରି ଅସୁବିଧାରେ ପଡ଼ିଛନ୍ତି। ଏହାକୁ କେନ୍ଦ୍ର କରି ଜନମାନସର ମଧ୍ୟରୁ…
ବୋଲବମ୍ ଭ୍ୟାନ୍ ଧକ୍କାରେ ବାପା-ପୁଅ ଙ୍କ ମୃତ୍ୟୁ
କନ୍ୟାଶ୍ରମ ନିକଟରେ ହୃଦୟବିଦାରକ ଦୁର୍ଘଟଣା।
କୋରାପୁଟ, ୨/୮ବୋଲବମ୍ ଯାତ୍ରାରେ ଲାଗିଥିବା ଏକ ଭ୍ୟାନ୍ ଧକ୍କାରେ ବାଇକରେ ଯାଉଥିବା ବାପା ଓ ତାଙ୍କ ପାଞ୍ଚ ବର୍ଷ ବୟସର ପୁଅ ସ୍ଥଳୀରେ ମୃତ୍ୟୁବରଣ କରିଛନ୍ତି। ଏହି ମର୍ମନ୍ତୁଦ ଘଟଣା ଘଟିଛି କୋରାପୁଟ ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୩୨୬ର…
ନୂତନ ଜିଲ୍ଲାପାଳଙ୍କୁ କୋରାପୁଟ ସାମ୍ବାଦିକ ସଂଘର ସ୍ୱାଗତ ସମ୍ବର୍ଦ୍ଧନା
କୋରାପୁଟ, ୦୨/୦୮ ନବ ନିଯୁକ୍ତ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କୁ ଓଡ଼ିଶା ୟୁନିଅନ୍ ଅଫ୍ ଜର୍ନାଲିଷ୍ଟ୍ (ଓ ୟୁ ଜେ ) ଅନୁବନ୍ଧିତ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ (କେ ଜେ ଡି ଏସ୍ ଏସ୍ ) ପକ୍ଷରୁ ଏକ…
ଜିଲ୍ଲାସ୍ତରୀୟ ସଂପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଏବଂ ଆକାଂକ୍ଷା ହାଟ ଶୁଭାରମ୍ଭ ।
କୋରାପୁଟ, ୨।୮ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ସଂପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଅନୁଷ୍ଠିତ ହେବା ସହ ଆକାଂକ୍ଷା ହାଟର ଶୁଭାରମ୍ଭ ହୋଇଯାଇଛି।କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ…
ଆଜିଠାରୁ_UPI_ନିୟମରେ_ପରିବର୍ତ୍ତନ
ଆଜିଠାରୁ_UPI_ନିୟମରେ_ପରିବର୍ତ୍ତନ -ଆଜିଠାରୁ ଦେଶରେ UPI ନିୟମରେ ବଡ଼ ପରିବର୍ତ୍ତନ -ଦେଣନେଣ ପ୍ରକ୍ରିୟାକୁ ସୁରକ୍ଷିତ କରିବାକୁ ନୂଆ ନିୟମ-ବାୟୋମେଟ୍ରିକ୍ ତଥ୍ୟ ଜରିଆରେ ପେମେଣ୍ଟ୍ କରିହେବ-ଫିଙ୍ଗରପ୍ରିଣ୍ଟରେ ପେମେଣ୍ଟ୍ କରିପାରିବେ ବ୍ୟବହାରକାରୀ-ମୁଖମଣ୍ଡଳର ଜରିଆରେ ମଧ୍ୟ ପେମେଣ୍ଟ୍ କରିପାରିବେ-ଅତିରିକ୍ତ ବିକଳ୍ପ ଭାବେ ପିନ୍ ବ୍ୟବହାର କରିପାରିବେ
ସ୍ବାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
କୋରାପୁଟ,୧।୮ ସ୍ଥାନୀୟ ସଦଭାବନା ସଭାଗୃହ ଠାରେ ୭୯ ତମ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କୋରାପୁଟ ବିଧାୟକ ରଘୁରାମ ମାଛ ,ଆଇଏଏସ ପ୍ରୋବେସନାରୀ…
ଜିଲ୍ଲାପାଳ ମହାଜନଙ୍କ କୋଟିଆ ଗସ୍ତ — ଗ୍ରାମବାସୀଙ୍କ ସମସ୍ୟା ସୁଣିଲେ, ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି।
କୋରାପୁଟ, ୩୧/୭ କୋରାପୁଟ ଜିଲ୍ଲାର ନୂତନ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟଭାନ ମହାଜନ ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ପ୍ରଥମଥର ପାଇଁ ଗୁରୁବାର ଦିନେ କୋଟିଆ ପଞ୍ଚାୟତ ଗସ୍ତ କରିଥିଲେ। ସେ ଓଡ଼ିଶା ସରକାରଙ୍କ ଦ୍ଵାରା କୋଟିଆ ଅଞ୍ଚଳରେ ହୋଇଥିବା…
ଅଟକିଛି ରାସ୍ତା ନିର୍ମାଣ, ପିଡିଏସ୍ ଚାଉଳ ଯୋଗାଣ ବାଧାଗ୍ରସ୍ତ — ପଞ୍ଚାୟତବାସୀ ହନ୍ତସନ୍ତ ।
ବନ୍ଧୁଗାଁ, ୩୧ /୭ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ କାବ୍ରିବାଡି ପଞ୍ଚାୟତକୁ ଯୋଗାଯୋଗ କରୁଥିବା ରାସ୍ତା ନିର୍ମାଣ ଅଧୂରା ରହିଯିବାରୁ ପ୍ରବଳ ବର୍ଷା ପରିସ୍ଥିତିରେ ଏହା ଦୁଃଖଦ ଅବସ୍ଥାକୁ ଆସିପହଞ୍ଚିଛି। ପଚ୍ପଚ୍ କାଦୁଅ ଓ ଖରାପ ରାସ୍ତା ପାଇଁ ଗ୍ରାମବାସୀ…
ପାକ୍ଷୀ ମିଳନ ଦେଖି ଦୁଇ ଯୁବକଙ୍କୁ ‘ମୃତ’ ଘୋଷଣା: ଆନ୍ଧବିଶ୍ୱାସର ଅନ୍ଧକାର ରୂପ
ପାତ୍ରଗୁଡ଼ା ରେ ଆଦିବାସୀ ପରମ୍ପରା ନାଁରେ ଅନୁଠା ଘଟଣା କୋରାପୁଟ, ୩୧ /୭ ବୈଜ୍ଞାନିକ ଉନ୍ନତି ଓ ଆଧୁନିକ ଯୁଗ ମଧ୍ୟରେ ମଧ୍ୟ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଏକ ଅନ୍ଧବିଶ୍ୱାସ ପୂର୍ଣ୍ଣ ଓ ଚମତ୍କାର ଘଟଣା ସାମ୍ନାକୁ ଆସିଛି। ଜିଲ୍ଲା ମୁଖ୍ୟାଳୟରୁ…