ମହିଳା ସୁରକ୍ଷା ଓ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ମିଳିତ ବିରୋଧୀ ଦଳଙ୍କ ଦାବିପତ୍ର

ଭୁବନେଶ୍ୱର, ଜୁଲାଇ ୨୪: (ପ୍ରତିନିଧି) ଓଡ଼ିଶାରେ ମହିଳା ଉପରେ ଘଟୁଥିବା ଦିନକୁ ଦିନ ବୃଦ୍ଧି ପାଉଥିବା ଅପରାଧ, ନିର୍ମମ ଉତ୍ପୀଡନ ଓ ଆଇନ ଶୃଙ୍ଖଳାର ଅବନତି ବିଷୟରେ ଗମ୍ଭୀର ଚିନ୍ତା ବ୍ୟକ୍ତ କରି ମିଳିତ ବିରୋଧୀ ଦଳ ଆଜି ରାଜ୍ୟପାଳ ଶ୍ରୀ…

ଜୟପୁର ବ୍ଲକ ରେ ଜବରଦଖଲ ହଟୁନି – ରାସ୍ତା ଓ ନାଳ ନିର୍ମାଣ କାମ ବାଧାଗ୍ରସ୍ତ।

ଜୟପୁର, ୨୪ /୭ କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ କୁମୁଲିପୁଟ ଛକ ଠାରୁ ଡାଙ୍ଗରା ଗ୍ରାମ ଯାଏ ଯୋଗାଯୋଗ ସୁବିଧା ପାଇଁ ନିର୍ମିତ ହେଉଥିବା ରାସ୍ତା ଓ ନାଳ କାମ ଜବର ଦଖଲ ହଟିନଥିବାରୁ ବାଧାପ୍ରାପ୍ତ ହୋଇଛି। ଦୀର୍ଘ କିଛି…

“ଓଡ଼ିଆ ଭାଷାରେ ବିଜ୍ଞାନ ପାଠ୍ୟପୁସ୍ତକ ଲୋକାର୍ପଣ:ଉଚ୍ଚ ଶିକ୍ଷା ପାଇଁ ନୂତନ ଦିଗ”

ଭୁବନେଶ୍ୱର, ୨୪/୭ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସଭା କକ୍ଷରେ ଏକ ବର୍ଣ୍ଣାଢ଼୍ୟ ଅନୁଷ୍ଠାନ ମାଧ୍ୟମରେ ଓଡ଼ିଆ ଭାଷାରେ ନୂତନ ବିଜ୍ଞାନ ପାଠ୍ୟପୁସ୍ତକ ଲୋକାର୍ପଣ କରାଯାଇଛି। ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁସାରେ ପ୍ଲସ୍ ୨ ବିଜ୍ଞାନ ଶ୍ରେଣୀ ପାଇଁ ଏହି ପୁସ୍ତକଗୁଡ଼ିକୁ…

ସ୍ୱର୍ଗତ ସୌମ୍ୟ ଶ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି – ମହିଳା କଂଗ୍ରେସ ପକ୍ଷରୁ ଦଶା ଦିନ ପ୍ରାର୍ଥନା।

ଜୟପୁରା, ୨୪/୭ ଆଜି ଜୟପୁରାରେ ରାଜ୍ୟ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ, ଓଡ଼ିଶା ରାଜ୍ୟ ମହିଳା କଂଗ୍ରେସ ସଭାପତି ଶ୍ରୀମତୀ ମୀନାକ୍ଷୀ ବାହିନୀପତିଙ୍କ ଆହ୍ୱାନରେ ସ୍ୱର୍ଗତ ସୌମ୍ୟ ଶ୍ରୀଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।…

ବୈପାରିଗୁଡ଼ାରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ – ବିଏସଏଫ ଯବାନଙ୍କ ଅଭିଯାନରେ ମାଓ ସଜିଷ୍ଟା ଭଣ୍ଡାଫୋଡ

ବୈପାରିଗୁଡ଼ା, କୋରାପୁଟ 7/24 କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ଅଞ୍ଚଳରେ ମାଓବାଦୀ ଚଳଚଳନା ସମ୍ଭାବନା ସହିତ ବିଏସଏଫ ଯବାନମାନେ ଏକ ସଫଳ ଅପରେସନ୍‌ରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି। ଏହି ସାମଗ୍ରୀ ଘୋଡାଘାଟ ପାହାଡ଼ର ଏକ ପଥର ତଳେ ଲୁଚାଇ…

ସେବାରେ ଅବହେଳା – ଉପଭୋକ୍ତା କୋର୍ଟରେ ଓଲା କମ୍ପାନି ଡିଲର ଦଣ୍ଡିତଉପଭୋକ୍ତା କୋର୍ଟରେ ଓଲା କମ୍ପାନି ଡିଲର ଦଣ୍ଡିତ ।

ଉପଭୋକ୍ତା କୋର୍ଟରେ ଓଲା କମ୍ପାନି ଡିଲର ଦଣ୍ଡିତ ଜୟପୁର,୨୨/୭ ସେବାରେ ଅବହେଳା । ଜିଲ୍ଲା ଉପଭୋକ୍ତା ବିବାଦ ସମାଧାନ କମିଶନରଙ୍କ କୋର୍ଟରେ ଦଣ୍ଡିତ ହୋଇଛନ୍ତି ଓଲା କମ୍ପାନୀର ଡିଲର । ଅଭିଯୋଗକାରୀ ଙ୍କୁ ଗାଡ଼ି ବାବଦରେ ୧ ଲକ୍ଷ ୪୦ ହଜାର…

ଜୟପୁର ଟାଉନ ପୁଲିସକୁ ମିଳିଛି ବଡ଼ ସଫଳତା – ଅପରାଧୀ ଗ୍ୟାଙ୍ଗ୍‌ର ୧୫ ଗିରଫ

ଜୟପୁର ଟାଉନ ପୁଲିସକୁ ମିଳିଛି ବଡ଼ ସଫଳତା ଜୟପୁର,23/7 ଜୟପୁର ଟାଉନ ପୁଲିସକୁ ମିଳିଛି ବଡ଼ ସଫଳତା । ଦିନକରେ ଅପରାଧୀ ଗ୍ୟାଙ୍ଗ୍‌ର ୧୫ ଜଣଙ୍କୁ ଗିରଫ କରାଯାଇଛି। ଚୋରି, ଏଟିଏମ୍ ଲୁଟ୍ ଉଦ୍ୟମ, ଦାଦାବଟି ଆଦାୟ, ଲୁଟ୍‌ପାଟ ଏବଂ ଗୋଷ୍ଠୀ…

ଯୁବ କଂଗ୍ରେସ ନେତାଙ୍କ ନିର୍ଯାତନା ମାମଲାରେ ସମ୍ପୃକ୍ତି ନେଇ ବିଜେପି କର୍ମୀଙ୍କ ପ୍ରତିବାଦ।

ଜୟପୁର, ୨୩/୭ ମହିଳାଙ୍କ ପ୍ରତି ନିର୍ଯାତନା ମାମଲାରେ ଯୁବ କଂଗ୍ରେସ ନେତାଙ୍କ ସମ୍ପୃକ୍ତି ନେଇ ଜୟପୁର ରେ ବିଜେପି କର୍ମୀମାନେ କ୍ରୋଧ ପ୍ରକାଶ କରିଥିଲେ। ସେମାନେ ସ୍ଥାନୀୟ ଟାଉନ ହଲ୍ ନିକଟରେ ଏକ ପ୍ରତିବାଦ ପ୍ରଦର୍ଶନ କରିଥିଲେ। ସେମାନେ ଦାୟୀଙ୍କ ବିରୁଦ୍ଧରେ…

ନାରୀ ସ୍ବାସ୍ଥ୍ୟ ଉନ୍ନତି ପାଇଁ ଷ୍ଟାର୍ଟଅପ୍ ‘ସି କେୟାର’ – ଜୟପୁରରେ ରୀତିକା ଟିମ୍ ସମ୍ମାନିତ ।

ଜୟପୁର, ୨୩/୭ ଏନ୍‌କେଟି ରୋଡ୍‌ର ଛାତ୍ରୀ ରୀତିକା ଜୁମାନୀ ଓ ତାଙ୍କ ଦଳ ‘ଟିମ୍ ରାଜସ୍ଥାନ’ ଜୟପୁରରେ ଏକ ଜାତୀୟ ସ୍ତରୀୟ ଷ୍ଟାର୍ଟଅପ୍ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ସମ୍ମାନିତ ହୋଇଛନ୍ତି। ତାଙ୍କ ଷ୍ଟାର୍ଟଅପ୍ ଆଇଡିଆ ‘ସି କେୟାର’ ପାଇଁ…

ତରୁଣ ପ୍ରଜ୍ଞା ଭାରତୀ, ଜୟପୁରର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜୟପୁର, ୨୧/୭ ତରୁଣ ପ୍ରଜ୍ଞା ଭାରତୀ ଅନୁଷ୍ଠାନର ୩୭ତମ ବାର୍ଷିକ ଉତ୍ସବ ୨୦୨୫ ନିମନ୍ତେ ପୂର୍ବପ୍ରସ୍ତୁତି ବୈଠକ ଆଜି ଅପରାହ୍ନ ୦୪.୦୦ ଘଣ୍ଟା ସମୟରେ ପି.ଆର୍.ପେଟା ବେଢା ସାହି ସ୍ଥିତ ଅମୂଲ୍ୟ ଆୟୁର୍ବେଦିକ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନୁଷ୍ଠାନର ପ୍ରମୁଖ…