ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଏବଂ ବୟଶ୍ରୀ ମେଳା ଅନୁଷ୍ଠିତ ହୋଇଯ଼ାଇଛି

ଜୟପୁର ଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଏବଂ ବୟଶ୍ରୀ ମେଳା ଅନୁଷ୍ଠିତ ହୋଇଯ଼ାଇଛି ଅଦ୍ୟ ତା. 22.11.2024 ରିଖ ଦିନ ଜୟପୁର ପୌରପାଳିକାର ଟାଉନ ହୋଲ ଠାରେ 2024-25 ମସିହାର ଶେଷ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ…