ଠେଲାପେଲା ରେ ସାଂସଦ ପ୍ରତାପ ସାଂସଦ ଷଡ଼ଙ୍ଗୀ ଆହତ l

ନୂଆଦିଲ୍ଲୀ, ୧୯/୧୨: ଗୁରୁବାର ସଂସଦରେ କାର୍ଯ୍ୟକାଳ ଆରମ୍ଭ ହେବା ପୁର୍ବରୁ ସଂସଦ ପରିସରରେ ବିଜେପି ଏବଂ ବିରୋଧୀ ଦଳ ମଧ୍ୟରେ ଗୋଣ୍ଡଗୋଳ ଦେଖିବାକୁ ମିଳିଥିଲା । ଶୁଣିବାକୁ ମିଳୁଛି ଯେ ଉଭୟ ଦଳର ସଦସ୍ୟଙ୍କ ମଧ୍ୟରେ ଠେଲାପେଲା ହେଇଥିଲେ l ଫୋଳରେ…