ଚାଷୀ ମିଲର କଟନିଛଟନି ପାଇଁ ସଲାସୁତରାର ରହସ୍ୟକୁ ନେଇ ଚର୍ଚ୍ଚା

ଚାଷୀ ମିଲର କଟନିଛଟନି ପାଇଁ ସଲାସୁତରାର ରହସ୍ୟକୁ ନେଇ ଚର୍ଚ୍ଚାକୋରାପୁଟ: ଗତ ଡିସେମ୍ବର ମାସ ୧୧ରୁ ଆରମ୍ଭ ହୋଇଛି ଖରିଫ ମଣ୍ଡି। ଆରମ୍ଭରେ ମିଲର୍ସମାନେ ବିଭିନ୍ନ ଦାବି ସହ ଏଫଏକ୍ୟୁ ମାନକୁ ନେଇ ଚାଷୀମାନେ ମଣ୍ଡିରେ ଭାଗ ନେଇନଥିଲେ। ତେବେ ଧିରେ…

କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀଙ୍କ କୋରାପୁଟ ଜିଲ୍ଲା ସମୀକ୍ଷା ଓ କ୍ଷେତ୍ର ପରିଦର୍ଶନ l

କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀଙ୍କ କୋରାପୁଟ ଜିଲ୍ଲା ସମୀକ୍ଷା ଓ କ୍ଷେତ୍ର ପରିଦର୍ଶନ କୋରାପୁଟ :ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସଭାଗୃହ ଠାରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର କେନ୍ଦ୍ରୀୟ ସ୍କିମ ଓ ଆକାଂକ୍ଷା ଜିଲ୍ଲା କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ।…

ଜୟପୁର ଠାରେ ଜିଲ୍ଲାପାଳଙ୍କ ୨୭ ଗୋଟି ମିଳିତ ଅଭିଯୋଗ ଶୁଣାଣି l

ଜୟପୁର ଠାରେ ଜିଲ୍ଲାପାଳଙ୍କ ୨୭ ଗୋଟି ମିଳିତ ଅଭିଯୋଗ ଶୁଣାଣି ଜୟପୁର:୦୬.୦୧.୨୦୨୫-ଉପଜିଲ୍ଲାପାଳଙ୍କ କର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଜିଲ୍ଲାପାଳ ଶ୍ରୀ ୱି କୀର୍ତ୍ତି ବାସନ ଙ୍କ ଦ୍ୱାରା ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା…

ଯୁବକଙ୍କୁ ନିର୍ମମ ହତ୍ୟା l

ଯୁବକଙ୍କୁ ନିର୍ମମ ହତ୍ୟା l ବିସିଂହପୁର/ବୋରିଗୁମ୍ମା : ନୂଆ ବର୍ଷ ରେ ଯୁବକଙ୍କୁ ହତ୍ୟା। ଗତକାଲି ସାଙ୍ଗ ସାଥି ମିଶି ଦିନରେ ଏବଂ ରାତିରେ ପିକନିକ କଲେ । ଆଉ ଆଜି ଭୋର ସକାଳୁ ସକାଳୁ ବାଡ଼ି ପଟେ ଚାଷ ଜମିରେ…

ମୃତକଙ୍କ ପରିଚୟ ମିଳିଲା l

ମୃତକଙ୍କ ପରିଚୟ ମିଳିଲା l ବୈପାରିଗୁଡା : ବର୍ଷର ପ୍ରଥମ ରାତିରେ ଟ୍ରକ୍ ଦୁର୍ଘଟଣାରେ ଚାଲିଗଲା ଦୁଇଟି ଜୀବନା ବୈପାରିଗୁଡା ନିକଟସ୍ଥ ୩୨୬ ନମ୍ବର ଜାତୀୟ ରାଜପଥରରେ ତଥା ବୈପାରିଗୁଡା ଥାନା ଅନ୍ତର୍ଗତ ମହୁଲି ଶିବ ମନ୍ଦିର ନିକଟରେ ଗୋଟିଏ ଟ୍ରକ୍…

ସୀମାନ୍ତରେ ବରିଷ୍ଠ ସାମ୍ବାଦିକଙ୍କୁ ଅପହରଣ ପରେ ହତ୍ୟା l

ସୀମାନ୍ତରେ ବରିଷ୍ଠ ସାମ୍ବାଦିକଙ୍କୁ ଅପହରଣ ପରେ ହତ୍ୟା l ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ମୁକେଶ ଚନ୍ଦ୍ରାକରଙ୍କୁ ଅପହରଣ ପରେ ହତ୍ୟା କରାଯାଇଛି। ସେ ଗତ ୧ ତାରିଖ ଦିନ ଅଚାନକ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ…

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କୋରାପୁଟ ଜିଲ୍ଲା ପରିଷଦ ଅଧକ୍ଷା ସସ୍ମିତା ମେଲକା l

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କୋରାପୁଟ ଜିଲ୍ଲା ପରିଷଦ ଅଧକ୍ଷା ସସ୍ମିତା ମେଲକା l କୋରାପୁଟ ; କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଧନ୍ୟବାଦ ଜଣାଇଲେ କୋରାପୁଟ ଜିଲ୍ଲା ପରିଷଦ ଅଧକ୍ଷା ସସ୍ମିତା ମେଲକା , କୋରାପୁଟ ରେ…

ସଡକ ସୁରକ୍ଷା ସଚେତନତା ରଥର ଶୁଭାରମ୍ଭ l

ସଡକ ସୁରକ୍ଷା ସଚେତନତା ରଥର ଶୁଭାରମ୍ଭ l ଜୟପୁର,: କୋରାପୁଟ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସଡକ ସୁରକ୍ଷା ମାସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଆଲୋମଣି ସେଠୀ,…

ଓପିଏସ୍‌ସି ପରୀକ୍ଷା କେନ୍ଦ୍ରକୁ ସବୁଜ ସଙ୍କେତ ଜୟପୁରର ଦାବିକୁ ମୁଖ୍ୟମନ୍ତ୍ରୀଙ୍କ ମୋହର l

ଓପିଏସ୍‌ସି ପରୀକ୍ଷା କେନ୍ଦ୍ରକୁ ସବୁଜ ସଙ୍କେତ ଜୟପୁରର ଦାବିକୁ ମୁଖ୍ୟମନ୍ତ୍ରୀଙ୍କ ମୋହର l ଜୟପୁର,୩/୧ : ଜୟପୁରରେ ଲୋକସେବା ଆୟୋଗର ପରୀକ୍ଷା କେନ୍ଦ୍ର ସ୍ଥାପନ କରିବା ପାଇଁ ସବୁଜ ସଙ୍କେତ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଏ ନେଇ ଜୟପୁର ସହର…

କୋରାପୁଟ ଦକ୍ଷତା ବିକାଶ ତାଲିମ କେନ୍ଦ୍ର ଠାରେ ପାଣି ପଞ୍ଚାୟତ ପକ୍ଷ ପାଳନ ହୋଇଯାଇଛି l

କୋରାପୁଟ ଦକ୍ଷତା ବିକାଶ ତାଲିମ କେନ୍ଦ୍ର ଠାରେ ପାଣି ପଞ୍ଚାୟତ ପକ୍ଷ ପାଳନ ହୋଇଯାଇଛି l କୋରାପୁଟ : ଜିଲ୍ଲାରେ ପାଣି ପଞ୍ଚୟତ ପକ୍ଷ ପାଳନ କରାଯାଉଛି। ଅଥଚ ଚାଷୀଙ୍କୁ ଡକାଯାଇନି। ଚାଷୀଙ୍କୁ ଅଣଦେଖା କରାଯାଇ ପାଣି ପଞ୍ଚୟତର ସଫଳ ରୂପାୟନ…