ପ୍ରଥମଥର ପାଇଁ ନବରଙ୍ଗପୁର ରେ ପୁଷ ପୁନେଇ ପରବ ପାଳନ।

ପ୍ରଥମଥର ପାଇଁ ନବରଙ୍ଗପୁର ରେ ପୁଷ ପୁନେଇ ପରବ ପାଳନ। ନବରଙ୍ଗପୁର : ଆଜି ନବରଙ୍ଗପୁର ଜିଲ୍ଲା ସଦର ମହକୁମା ପୋଲିସ ପଡିଆ ଠାରେ ମହା ସମାରୋହରେ ପୁଷ ପୁନେଇ ପରବ ପାଳନ ହୋଇଯାଇଛି l ପ୍ରାଚୀନ ଇତିହାସ ରେ ପୁଷ…

କୋଟପାଡ଼ ରେ ପୁସପୁନି ପାଇଁ ସହର କମ୍ପିଲା l

କୋଟପାଡ଼ ରେ ପୁସପୁନି ପାଇଁ ସହର କମ୍ପିଲା କୋଟପାଡ଼: ବହୁ ବର୍ଷ ପରେ କୋଟପାଡ଼ ମାଟିରେ ଏକ ବଡ଼ ମଞ୍ଚରେ ଆଜି ସହରର ସମସ୍ତ କଳାକାର ଏକତ୍ରିତ ହୋଇଥିଲେ । ସମସ୍ତ କଳାକାର ଏବଂ ମଞ୍ଚ ରେ ନିଜ ପ୍ରତିଭା ଦେଖେଇବା…

କୋରାପୁଟ-ଆରକୁ-କୋତାୱାଲସା ସେକ୍ସନର ତଦାରଖ କଲେ ନୂଆ ଡିଆରଏମ୍‌ l

କୋରାପୁଟ-ଆରକୁ-କୋତାୱାଲସା ସେକ୍ସନର ତଦାରଖ କଲେ ନୂଆ ଡିଆରଏମ୍‌କୋରାପୁଟ: କୋରାପୁଟ–ଆରକୁ–କୋତାୱାଲସା ସେକ୍ସନର ତଦାରଖ କରିଛନ୍ତି ରାୟଗଡ଼ା ଡିଭିଜନର ପ୍ରଥମ ଡିଆରଏମ୍‌ ଅମିତାଭ ସିଂହଲ। ‌ଏହା ବାଦେ ଏହି ସେକ୍ସନର ବିକାଶମୂଳକ କାମ ଗୁଡିକର ସମୀକ୍ଷା କରିଥିଲେ। ଡିଆରଏମ୍ ଭାବେ ଶ୍ରୀ ସିଂହଲ ଦାୟିତ୍ବ…

ଅଧିକ ଅଞ୍ଚଳରେ ଶ୍ରୀଅନ୍ନ ଚାଷ କରିବାକୁ ଚେଷ୍ଟା କରିବା ଦରକାର: କୁଳପତି।

ଅଧିକ ଅଞ୍ଚଳରେ ଶ୍ରୀଅନ୍ନ ଚାଷ କରିବାକୁ ଚେଷ୍ଟା କରିବା ଦରକାର: କୁଳପତି।କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ତିନି ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ ସୂଚନା ଏବଂ ପ୍ରସ୍ତାବ ସହ ଉଦଯାପିତ ହୋଇଯାଇଛି। ଏକ ମୁଖ୍ୟ ଏବଂ ପୁଷ୍ଟିକର ଖାଦ୍ୟ ଭାବରେ ମଣ୍ଡିଆ…

ନକ୍ସଲ ପ୍ରବଣ ଶିବିରରୁ ୨୦ ୟୁନିଟ୍‌ ରକ୍ତ ସଂଗୃହୀତ।

ନକ୍ସଲ ପ୍ରବଣ ଶିବିରରୁ ୨୦ ୟୁନିଟ୍‌ ରକ୍ତ ସଂଗୃହୀତ। ମାଥିଲି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର ଦୁର୍ଗମ ନକ୍ସଲ ପ୍ରବଣ କର୍ତ୍ତନପାଲୀ ଗ୍ରାମରେ ସମ୍ବାଦ ଆମ ଓଡିଶା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ମୁଖ୍ୟ ଅତିଥି…

୮ ଲକ୍ଷ ପୁରସ୍କାର ଘୋଷିତ ମହିଳା ନକ୍ସଲ ରାଜେ କାଙ୍ଗେ ଗିରଫ l

୮ ଲକ୍ଷ ପୁରସ୍କାର ଘୋଷିତ ମହିଳା ନକ୍ସଲ ରାଜେ କାଙ୍ଗେ ଗିରଫମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର କାଙ୍କେର ଜିଲ୍ଲା ପୁଲିସକୁ ଆଉ ଏକ ସଫଳତା ମିଳିଛି। ଗତ ଡିସେମ୍ବର ୨୨ ତାରିଖରେ ଏସଜେଡସିଏମ ବାଲମୁରି ନାରାୟଣ ରାଓକୁ କାଙ୍କେର ପୁଲିସ…

କୋରାପୁଟର ଆଦିବାସୀ ସଂସ୍କୃତି, ପରମ୍ପରା ବିଭବଶାଳୀ: ଜିଲ୍ଲାପାଳ l

କୋରାପୁଟର ଆଦିବାସୀ ସଂସ୍କୃତି, ପରମ୍ପରା ବିଭବଶାଳୀ: ଜିଲ୍ଲାପାଳକୋରାପୁଟ: କୋରାପୁଟ ଜ଼ିଲ୍ଲାର ଆଦିବାସୀ କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟର ସଂରକ୍ଷଣ ପାଇଁ ଆରମ୍ଭ କରାଯାଇଥିବା ଡଙ୍ଗର ଉତ୍ସବ ଆଜି ପାରମ୍ପରିକ ନୃତ୍ୟ ଗୀତ ସହ ପାଳିତ ହୋଇଛିl ୧୯୯୫ରେ ଆରମ୍ଭ କରାଯାଇଥିବା…

ବୈପାରିଗୁଡ଼ା ବ୍ଲକ ପାଇଁ ଗୌରବ ଆଣିଲେ ହୀରାମଣି l

ବୈପାରିଗୁଡ଼ା ବ୍ଲକ ପାଇଁ ଗୌରବ ଆଣିଲେ ହୀରାମଣିବୈପାରିଗୁଡ଼ା : କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ପାଇଁ ଗୌରବ ଆଣିଛନ୍ତି ଆଦିବାସୀ ଯୁବତୀ ହୀରାମଣି ମାଝୀ। ଭୁବନେଶ୍ଵରର ରମାଦେବୀ ବିଶ୍ଵବିଦ୍ୟାଳୟରେ ଆୟୋଜିତ ଟ୍ରାଇବାଲ ଗ୍ଲୋବାଲ ଫେଷ୍ଟ୍ରେ କମାଲ ଦେଖାଇଛନ୍ତି ରାମଗିରି ପଞ୍ଚାୟତର ନୂଆଗୁଡ଼ା…

“ପୁଷ୍ପୁନେଇ ମହୋତ୍ସବ”ର ରୋଡ୍ ଶୋ।

“ପୁଷ୍ପୁନେଇ ମହୋତ୍ସବ”ର ରୋଡ୍ ଶୋ।ଜୟପୁର: ପ୍ରତିବର୍ଷ ପରି, ଏହି ବର୍ଷ, ଜୟପୁର ର କୋରାପୁଟିଆ କଳା ଓ କଳାକାର ମଞ୍ଚ ଦ୍ୱାରା ଜୟପୁର ସରକାରୀ ବାଳକ ବିଦ୍ୟାଳୟ ପରିସରରେ ଜାନୁଆରୀ ୧୩ ରୁ ଜାନୁଆରୀ ୨୦ ପର୍ଯ୍ୟନ୍ତ ଆଠ ଦିନ ଧରି…