ଜୟପୁରରେ ନୂତନ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମିଳିତ ଅଭିଯୋଗ ଶୁଣାଣି – ୩୬ଟି ଅଭିଯୋଗ ଉପରେ ଅନୁଷ୍ଠାନ

ଜୟପୁର, ୨୮/୭ କୋରାପୁଟ ଜିଲ୍ଲାର ନୂତନ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନ ଙ୍କ ଅଧ୍ୟକ୍ଷତାରେ ଜୟପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଏକ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ସର୍ବମୋଟ ୩୬ଟି ଅଭିଯୋଗ ଶୁଣାଯାଇଥିଲା –…

ଶତାୟୁ ବ୍ୟକ୍ତିତ୍ୱ ସି.ଏଚ. ସୁରୀ ନାରାୟଣଙ୍କ ପରଲୋକ – ନବରଙ୍ଗପୁର ଜିଲ୍ଲାରେ ଶୋକଚ୍ଛାୟା

ନବରଙ୍ଗପୁର, ୨୮/୭ ନବରଙ୍ଗପୁର ଜିଲ୍ଲା ସଦର ମହକୁମାର ଜଣେ ଶତାୟୁ ବ୍ୟକ୍ତିତ୍ୱ, ସି.ଏଚ. ସୁରୀ ନାରାୟଣ ଗତକାଲି ରାତିରେ ଶାନ୍ତ ମହାପ୍ରୟାଣ କରିଛନ୍ତି। ମୃତ୍ୟୁ ବେଳେ ତାଙ୍କ ଜୀବନର ୧୦୬ ବର୍ଷ ପୂର୍ଣ୍ଣ ହୋଇଥିଲା। ଅନେକ ଲୋକ ତାଙ୍କୁ ସମ୍ମାନ ସହିତ…

ଜୟପୁରରେ ପୁଣି ଆରମ୍ଭ ହେବ ସିଟିବସ

ସାମାଜିକ କର୍ମୀ ବସନ୍ତ ପାତ୍ର ସିଟି ବସ୍ ସେବା ପାଇଥିବା ସୂଚନା ଅଧିକାର ଆଇନର ସୂଚନା ଅନୁସାରେ ଖୁବ ଶୀଘ୍ର ସିଟି ବସ ଚଳାଚଳ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ଜୟପୁର,୨୭/୭: ଜୟପୁରରେ ପୁଣି ଆରମ୍ଭ ହେବ ସିଟିବସ ଜୟପୁରରେ ସିଟି…

N.I. Act ଉପରେ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ

କୋରାପୁଟ,ଜୟପୁର – ୨୭/୭ ଜିଲ୍ଲା କୋୖର୍ଟ ଠାରେ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ କରାଯାଇଥିଲା । ଓଡ଼ିଶା ରାଜ୍ୟଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଧେଶ ଅନୁଯାୟୀ ଆଜି ତା.27-07-୨0୨5 ରିଖରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ,ଏହି ଲୋକ ଅଦାଲତରେ କେବଳ N.I. Act…

ଶଶୁରଘରରେ ଝିଅର ଅସ୍ତମ ମୃତ୍ୟୁ, ମା’ କହିଲେ ହତ୍ୟା; ଥାନାରେ ଅଭିଯୋଗ

ବୈପାରିଗୁଡ଼ା, କୋରାପୁଟ , ଶଶୁରଘରରେ ଝିଅର ଅସ୍ପଷ୍ଟ ମୃତ୍ୟୁକୁ ନେଇ ବୈପାରିଗୁଡ଼ା ଥାନାରେ ହତ୍ୟା ଅଭିଯୋଗ ଦାଖଲ କରିଛନ୍ତି ଜଣେ ମା’। ବୈପାରିଗୁଡ଼ା ମେନ୍ ରୋଡର ବସିନ୍ଦା ମଞ୍ଜୁଳା ନାୟକ ଆପଣଙ୍କ ଝିଅ ବର୍ଷା (୨୦) ଗତ ୨୦୨୩ ସେପ୍ଟେମ୍ବର ୧୬…

ଭିଜିଲାନ୍ସ ଚଢ଼ାଉ: ଡେପୁଟି ରେଞ୍ଜର ରାମଚନ୍ଦ୍ରଙ୍କ ଘରୁ କୋଟିକୋଟି ଟଙ୍କା, ସୁନା ଓ ଅବୈଧ ସମ୍ପତ୍ତି ଜବତ

ଜୟପୁର, ୨୫/୭ ଜୟପୁର ସହରରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ବିରୁଦ୍ଧରେ ଚଢ଼ାଉ କାର୍ଯ୍ୟଚାଳନା ହେବା ପରେ ଦୁର୍ନୀତିର ଏକ ବୃହତ ଦୃଶ୍ୟ ଉଦ୍‌ଘାଟିତ ହୋଇଛି। ରେଡ୍ ୨ ଚଳଚ୍ଚିତ୍ରକୁ ସ୍ମରଣ କରାଉଥିବା ଏହି ଅଭିଯାନରେ ରାମଚନ୍ଦ୍ରଙ୍କ…

ମହିଳା ସୁରକ୍ଷା ଓ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ମିଳିତ ବିରୋଧୀ ଦଳଙ୍କ ଦାବିପତ୍ର

ଭୁବନେଶ୍ୱର, ଜୁଲାଇ ୨୪: (ପ୍ରତିନିଧି) ଓଡ଼ିଶାରେ ମହିଳା ଉପରେ ଘଟୁଥିବା ଦିନକୁ ଦିନ ବୃଦ୍ଧି ପାଉଥିବା ଅପରାଧ, ନିର୍ମମ ଉତ୍ପୀଡନ ଓ ଆଇନ ଶୃଙ୍ଖଳାର ଅବନତି ବିଷୟରେ ଗମ୍ଭୀର ଚିନ୍ତା ବ୍ୟକ୍ତ କରି ମିଳିତ ବିରୋଧୀ ଦଳ ଆଜି ରାଜ୍ୟପାଳ ଶ୍ରୀ…

ଜୟପୁର ବ୍ଲକ ରେ ଜବରଦଖଲ ହଟୁନି – ରାସ୍ତା ଓ ନାଳ ନିର୍ମାଣ କାମ ବାଧାଗ୍ରସ୍ତ।

ଜୟପୁର, ୨୪ /୭ କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ କୁମୁଲିପୁଟ ଛକ ଠାରୁ ଡାଙ୍ଗରା ଗ୍ରାମ ଯାଏ ଯୋଗାଯୋଗ ସୁବିଧା ପାଇଁ ନିର୍ମିତ ହେଉଥିବା ରାସ୍ତା ଓ ନାଳ କାମ ଜବର ଦଖଲ ହଟିନଥିବାରୁ ବାଧାପ୍ରାପ୍ତ ହୋଇଛି। ଦୀର୍ଘ କିଛି…

“ଓଡ଼ିଆ ଭାଷାରେ ବିଜ୍ଞାନ ପାଠ୍ୟପୁସ୍ତକ ଲୋକାର୍ପଣ:ଉଚ୍ଚ ଶିକ୍ଷା ପାଇଁ ନୂତନ ଦିଗ”

ଭୁବନେଶ୍ୱର, ୨୪/୭ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସଭା କକ୍ଷରେ ଏକ ବର୍ଣ୍ଣାଢ଼୍ୟ ଅନୁଷ୍ଠାନ ମାଧ୍ୟମରେ ଓଡ଼ିଆ ଭାଷାରେ ନୂତନ ବିଜ୍ଞାନ ପାଠ୍ୟପୁସ୍ତକ ଲୋକାର୍ପଣ କରାଯାଇଛି। ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁସାରେ ପ୍ଲସ୍ ୨ ବିଜ୍ଞାନ ଶ୍ରେଣୀ ପାଇଁ ଏହି ପୁସ୍ତକଗୁଡ଼ିକୁ…

ସ୍ୱର୍ଗତ ସୌମ୍ୟ ଶ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି – ମହିଳା କଂଗ୍ରେସ ପକ୍ଷରୁ ଦଶା ଦିନ ପ୍ରାର୍ଥନା।

ଜୟପୁରା, ୨୪/୭ ଆଜି ଜୟପୁରାରେ ରାଜ୍ୟ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ, ଓଡ଼ିଶା ରାଜ୍ୟ ମହିଳା କଂଗ୍ରେସ ସଭାପତି ଶ୍ରୀମତୀ ମୀନାକ୍ଷୀ ବାହିନୀପତିଙ୍କ ଆହ୍ୱାନରେ ସ୍ୱର୍ଗତ ସୌମ୍ୟ ଶ୍ରୀଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।…