ଜୟପୁର ନିକଟ ଜୟନ୍ତଗିରିରେ ସାମୁହିକ ବୃକ୍ଷରୋପଣ, ଶତାଧିକ ଚାରା ରୋପିତ
ଜୟପୁର, ୨୦/୭ କାଳୀକୃଷ୍ଣ ସଂଘର ପ୍ରତିଷ୍ଠାତା ସଦଗୁରୁଦେବ ସ୍ୱାମୀ ସତ୍ୟାନନ୍ଦ ସରସ୍ଵତୀ ମହାରାଜଙ୍କ ୮୩ତମ ଜନ୍ମଦିନ ଉପଲକ୍ଷେ ଆୟୋଜିତ ପଞ୍ଚଦିନିଆ ଧ୍ୟାନ ଓ ସାମାଜିକ କାର୍ଯ୍ୟକ୍ରମର ଅଂଶ ଭାବେ, ତା. ୧୮ ଜୁଲାଇ ରେ ଜୟନ୍ତଗିରି ଉଚ୍ଚ ବିଦ୍ୟାଳୟ ପରିସରରେ ସାମୁହିକ…
ମାଗଣା ଚକ୍ଷୁ ପରୀକ୍ଷା ଶିବିରରେ ୧୨୫ ଲୋକ ଲାଭାନ୍ୱିତ
ଜୟପୁର, ୨୦/୭ , କାଳୀକୃଷ୍ଣ ସଂଘର ପ୍ରତିଷ୍ଠାତା ସଦଗୁରୁଦେବ ସ୍ଵାମୀ ସତ୍ୟାନନ୍ଦ ସରସ୍ଵତୀ ମହାରାଜଙ୍କ ୮୩‑ତମ ଧରାବତରଣ ଦିବସ ଉପଲକ୍ଷେ ଆୟୋଜିତ ପଞ୍ଚଦିବସୀୟ କାର୍ଯ୍ୟକ୍ରମର ତୃତୀୟ ଦିନରେ କାଳୀକୃଷ୍ଣ ସଂଘ ତରଫରୁ ଏକ ମାଗଣା ଚକ୍ଷୁ ପରୀକ୍ଷା ଏବଂ ପରାମର୍ଶ ଶିବିର…
ଏନକାଉଣ୍ଟରରେ ଛଅ ମାଓବାଦୀ ନିହତ, ମୁଖ୍ୟ ନେତା ସମେତ ଚିହ୍ନଟ ଅସ୍ତ୍ର, ବିସ୍ଫୋରକ ଓ ରାଇଫଲ ଜବତ ।
ମାଲକାନଗିରି ସୀମାନ୍ତ ଅଞ୍ଚଳରେ ଅପରେସନ ମନସୁନ୍ ର ସଫଳତା ମାଲକାନଗିରି, ୧୯ /୭ ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ନାରାୟଣପୁର ଜିଲ୍ଲା ଅଞ୍ଚଳରେ ଅବସ୍ଥିତ ଆବୁଝମାଡ଼ ଜଙ୍ଗଲର ପରିଆ କାକୁଲ ନାମକ ସ୍ଥାନରେ ଶୁକ୍ରବାର ଦିନ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ…
ଚଡକରେ ୬ ବଳଦ, ୧ ଗାଈ ମୃତ; ଜଗୁଆଳି ଗୁରୁତର ।
ନନ୍ଦପୁର/ କୋରାପୁଟ | ୧୯ / ୭ ବର୍ଷା ସମୟରେ ଆକସ୍ମିକ ବଜ୍ରପାତର କାରଣରୁ ନନ୍ଦପୁର ବ୍ଲକର ଫୁଲବେଡ଼ା ଗାଁ ଆମ୍ବଗଛ ତଳେ ଆଶ୍ରୟନିଅଥିବା ୬ଟି ବଳଦ ଓ ୧ଟି ଗାଈ ମୃତ୍ୟୁବରଣ କରିଥିଲେ, ଯେଉଁଠାରେ ଚାରାଗୁଡ଼ିକୁ ଚରାଇବା ବେଳେ ହଠାତ୍…
ସୀମାଞ୍ଚଳରେ ଓଡ଼ିଆ ଭାଷାର ଅସ୍ତିତ୍ୱ ସଙ୍କଟ: ୬ ବିଦ୍ୟାଳୟ ବନ୍ଦ ।
ବନ୍ଧୁଗାଁ/କୋରାପୁଟ, ୧୯/୭ ଆନ୍ଧ୍ର ସୀମାଠାରେ ଅବସ୍ଥିତ କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକରେ ଓଡ଼ିଆ ଭାଷା ଅସ୍ତିତ୍ୱ ସଂକଟରେ ପଡ଼ିଛି। ତେଲୁଗୁ ଭାଷାର ବଢ଼ିଥିବା ପ୍ରଭାବ ଏବଂ ଶିକ୍ଷା ସୂଚନାର ଅଭାବ କାରଣରୁ ଓଡ଼ିଶା ରାଜ୍ୟର ଅନେକ ବିଦ୍ୟାଳୟ ବନ୍ଦ ହେଉଛି। ବନ୍ଧୁଗାଁ…
ସହିଦ୍ ଯବାନଙ୍କ ପ୍ରତିମୂର୍ତ୍ତି ଓ ପାର୍କ ନିର୍ମାଣ ଦାବି, ପ୍ରଶାସନ ନିରବ ।
ଜୟପୁର/ବୈପାରିଗୁଡ଼ା, ୧୯ ଜୁଲାଇ (ସିମାଦ୍ରୀ): ବୈପାରିଗୁଡ଼ା ବ୍ଲକର ବଡାଗୁଡା ଗ୍ରାମବାସୀ ସହିଦ୍ ଯବାନ ଈଶ୍ୱର ତଲିଆଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି ଏବଂ ପାର୍କ ନିର୍ମାଣ ପାଇଁ ପୁନଃ ଦାବି ଉଠାଇଛନ୍ତି। ୨୦୨୪ ଡିସେମ୍ବରରେ ରାଜସ୍ଥାନରେ ଟ୍ୟାଙ୍କ ଫାଇରିଂ ସମୟରେ ଘଟିଥିବା ବିସ୍ଫୋରଣରେ ଗୁରୁତର…
କନ୍ୟା ଙ୍କୁ ସ୍ୱାଗତ ସହିତ ପରିବେଶ ସୁରକ୍ଷା ଏବଂ ପ୍ରକୃତି ସଚେତନତା ଅଭିଯାନ
କନ୍ୟା ଙ୍କୁ ସ୍ୱାଗତ ସହିତ ପରିବେଶ ସୁରକ୍ଷା ଏବଂ ପ୍ରକୃତି ସଚେତନତା ଅଭିଯାନ ନବରଙ୍ଗପୁର,୧୮/୭ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧୀନ ଜୁନାପାଣି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଝିଅମାନଙ୍କୁ ସ୍ୱାଗତ ସହିତ ପରିବେଶ ସୁରକ୍ଷା ଏବଂ ପ୍ରକୃତି ସଚେତନତା…
ଫକୀର ମୋହନ ଛାତ୍ରୀ ଆତ୍ମାହୁତି ମାମଲା – ଅବହେଳା ବିରୋଧରେ ଓଡ଼ିଶା ବନ୍ଦ ସଫଳ ।
ଲକ୍ଷ୍ମୀପୁର, ୧୭ /୭ ଫକୀର ମୋହନ ସ୍ୱୟଂ ଶାସିତ ବିଶ୍ୱବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ମାମଲାକୁ ନେଇ ରାଜ୍ୟ ସରକାରଙ୍କ ଅବହେଳା ବିରୋଧରେ ଏବଂ ଇସ୍ତଫା ଦାବିରେ ଓଡ଼ିଶା ବନ୍ଦ କାର୍ଯ୍ୟକ୍ରମ ଆୟୋଜିତ ହେଲା । ଓଡ଼ିଶା ପ୍ରଦେଶ କଂଗ୍ରେସ…
ନବରଙ୍ଗପୁରରେ ବିଜେଡିର କ୍ୟାଣ୍ଡେଲ ଶୋଭାଯାତ୍ରା
ଛାତ୍ରୀ ଆତ୍ମଦାହ ଘଟଣାକୁ ନେଇ ସରକାର ବିରୋଧରେ ତୀବ୍ର ପ୍ରତିବାଦ । ନବରଙ୍ଗପୁର,୧୭ /୭ ବାଲେଶ୍ୱର ଫକୀର ମୋହନ ସ୍ୱୟଂ ଶାସିତ ବିଶ୍ୱବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମଦାହ ଘଟଣା ପରେ ସମ୍ପୂର୍ଣ୍ଣ ରାଜ୍ୟ ଜୁଡି ଆକ୍ରୋଶ ମେଘ ଝାଡ଼ି ଚାଲିଛି…
ସ୍କୁଲରେ ନିର୍ଯାତନା ବିରୋଧୀ ଆଇନ କଡା ଭାବେ ପାଳନ: ଗଣଶିକ୍ଷା ବିଭାଗରୁ ସମସ୍ତ ଡି.ଇ.ଓ ଙ୍କୁ ଚିଠି ।
ଭୁବନେଶ୍ୱର, ଜୁଲାଇ ୧୭/୭ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ ଓ ଶିକ୍ଷାକ୍ଷେତ୍ରରେ ନିର୍ଯାତନା ବିରୋଧୀ ବ୍ୟବସ୍ଥାକୁ କଡା ଭାବେ ପାଳନ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିପାଇଁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ…