ଜିଲ୍ଲାସ୍ତରୀୟ ଜୁନିୟର ରେଡ୍ କ୍ରସ ଅଧ୍ୟୟନ ତଥା ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ l

ଜିଲ୍ଲାସ୍ତରୀୟ ଜୁନିୟର ରେଡ୍ କ୍ରସ ଅଧ୍ୟୟନ ତଥା ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ସରକାରୀ ଉଚ୍ଚ ବିଦ୍ୟାଳୟ କୋଟପାଡ ଠାରେ ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସ ଅଧ୍ଯୟନ ତଥା ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଯାଇଛି। କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜୁନିୟର…

ନବରଙ୍ଗପୁରର ସହର ପାର୍ଶ ରେ ଥିବା ସିମାଦ୍ରି ସୂର୍ଯ୍ୟ ଚକ୍ଷୁ ହସ୍ପିଟାଲରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (GJAY) ଯୋଜନାର ଶୁଭାରମ୍ଭ l

ନବରଙ୍ଗପୁରର ସହର ପାର୍ଶ ରେ ଥିବା ସିମାଦ୍ରି ସୂର୍ଯ୍ୟ ଚକ୍ଷୁ ହସ୍ପିଟାଲରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (GJAY) ଯୋଜନାର ଶୁଭାରମ୍ଭ ନବରଙ୍ଗପୁର, ଜାନୁଆରୀ ୧୯, ୨୦୨୫: ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବରେ ସୁଗମ ଏବଂ ସୁଲଭ ସ୍ୱାସ୍ଥ୍ୟସେବା ଦିଗରେ,…

୭୬ତମ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ l

୭୬ତମ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକଜୟପୁର:୧୫.୦୧.୨୦୨୫– ୭୬ତମ ସାଧରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ କୁମାରୀ ଅକାବରମ ଶସ୍ୟା ରେଡ୍ଡୀ, ଉପଜିଲ୍ଲାପାଳ, ଜୟପୁରଙ୍କ ଅଧ୍ୟକ୍ଷତାରେ ଜୟପୁର ପୌରପରିଷଦର ପାରିଷାଦିକ ଗୃହ ଠାରେ ଅନୁଷ୍ଠିତ…

ପ୍ରଥମଥର ପାଇଁ ନବରଙ୍ଗପୁର ରେ ପୁଷ ପୁନେଇ ପରବ ପାଳନ।

ପ୍ରଥମଥର ପାଇଁ ନବରଙ୍ଗପୁର ରେ ପୁଷ ପୁନେଇ ପରବ ପାଳନ। ନବରଙ୍ଗପୁର : ଆଜି ନବରଙ୍ଗପୁର ଜିଲ୍ଲା ସଦର ମହକୁମା ପୋଲିସ ପଡିଆ ଠାରେ ମହା ସମାରୋହରେ ପୁଷ ପୁନେଇ ପରବ ପାଳନ ହୋଇଯାଇଛି l ପ୍ରାଚୀନ ଇତିହାସ ରେ ପୁଷ…

କୋଟପାଡ଼ ରେ ପୁସପୁନି ପାଇଁ ସହର କମ୍ପିଲା l

କୋଟପାଡ଼ ରେ ପୁସପୁନି ପାଇଁ ସହର କମ୍ପିଲା କୋଟପାଡ଼: ବହୁ ବର୍ଷ ପରେ କୋଟପାଡ଼ ମାଟିରେ ଏକ ବଡ଼ ମଞ୍ଚରେ ଆଜି ସହରର ସମସ୍ତ କଳାକାର ଏକତ୍ରିତ ହୋଇଥିଲେ । ସମସ୍ତ କଳାକାର ଏବଂ ମଞ୍ଚ ରେ ନିଜ ପ୍ରତିଭା ଦେଖେଇବା…

କୋରାପୁଟ-ଆରକୁ-କୋତାୱାଲସା ସେକ୍ସନର ତଦାରଖ କଲେ ନୂଆ ଡିଆରଏମ୍‌ l

କୋରାପୁଟ-ଆରକୁ-କୋତାୱାଲସା ସେକ୍ସନର ତଦାରଖ କଲେ ନୂଆ ଡିଆରଏମ୍‌କୋରାପୁଟ: କୋରାପୁଟ–ଆରକୁ–କୋତାୱାଲସା ସେକ୍ସନର ତଦାରଖ କରିଛନ୍ତି ରାୟଗଡ଼ା ଡିଭିଜନର ପ୍ରଥମ ଡିଆରଏମ୍‌ ଅମିତାଭ ସିଂହଲ। ‌ଏହା ବାଦେ ଏହି ସେକ୍ସନର ବିକାଶମୂଳକ କାମ ଗୁଡିକର ସମୀକ୍ଷା କରିଥିଲେ। ଡିଆରଏମ୍ ଭାବେ ଶ୍ରୀ ସିଂହଲ ଦାୟିତ୍ବ…

ଅଧିକ ଅଞ୍ଚଳରେ ଶ୍ରୀଅନ୍ନ ଚାଷ କରିବାକୁ ଚେଷ୍ଟା କରିବା ଦରକାର: କୁଳପତି।

ଅଧିକ ଅଞ୍ଚଳରେ ଶ୍ରୀଅନ୍ନ ଚାଷ କରିବାକୁ ଚେଷ୍ଟା କରିବା ଦରକାର: କୁଳପତି।କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ତିନି ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ ସୂଚନା ଏବଂ ପ୍ରସ୍ତାବ ସହ ଉଦଯାପିତ ହୋଇଯାଇଛି। ଏକ ମୁଖ୍ୟ ଏବଂ ପୁଷ୍ଟିକର ଖାଦ୍ୟ ଭାବରେ ମଣ୍ଡିଆ…

୮ ଲକ୍ଷ ପୁରସ୍କାର ଘୋଷିତ ମହିଳା ନକ୍ସଲ ରାଜେ କାଙ୍ଗେ ଗିରଫ l

୮ ଲକ୍ଷ ପୁରସ୍କାର ଘୋଷିତ ମହିଳା ନକ୍ସଲ ରାଜେ କାଙ୍ଗେ ଗିରଫମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର କାଙ୍କେର ଜିଲ୍ଲା ପୁଲିସକୁ ଆଉ ଏକ ସଫଳତା ମିଳିଛି। ଗତ ଡିସେମ୍ବର ୨୨ ତାରିଖରେ ଏସଜେଡସିଏମ ବାଲମୁରି ନାରାୟଣ ରାଓକୁ କାଙ୍କେର ପୁଲିସ…

କୋରାପୁଟର ଆଦିବାସୀ ସଂସ୍କୃତି, ପରମ୍ପରା ବିଭବଶାଳୀ: ଜିଲ୍ଲାପାଳ l

କୋରାପୁଟର ଆଦିବାସୀ ସଂସ୍କୃତି, ପରମ୍ପରା ବିଭବଶାଳୀ: ଜିଲ୍ଲାପାଳକୋରାପୁଟ: କୋରାପୁଟ ଜ଼ିଲ୍ଲାର ଆଦିବାସୀ କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟର ସଂରକ୍ଷଣ ପାଇଁ ଆରମ୍ଭ କରାଯାଇଥିବା ଡଙ୍ଗର ଉତ୍ସବ ଆଜି ପାରମ୍ପରିକ ନୃତ୍ୟ ଗୀତ ସହ ପାଳିତ ହୋଇଛିl ୧୯୯୫ରେ ଆରମ୍ଭ କରାଯାଇଥିବା…

ବୈପାରିଗୁଡ଼ା ବ୍ଲକ ପାଇଁ ଗୌରବ ଆଣିଲେ ହୀରାମଣି l

ବୈପାରିଗୁଡ଼ା ବ୍ଲକ ପାଇଁ ଗୌରବ ଆଣିଲେ ହୀରାମଣିବୈପାରିଗୁଡ଼ା : କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ପାଇଁ ଗୌରବ ଆଣିଛନ୍ତି ଆଦିବାସୀ ଯୁବତୀ ହୀରାମଣି ମାଝୀ। ଭୁବନେଶ୍ଵରର ରମାଦେବୀ ବିଶ୍ଵବିଦ୍ୟାଳୟରେ ଆୟୋଜିତ ଟ୍ରାଇବାଲ ଗ୍ଲୋବାଲ ଫେଷ୍ଟ୍ରେ କମାଲ ଦେଖାଇଛନ୍ତି ରାମଗିରି ପଞ୍ଚାୟତର ନୂଆଗୁଡ଼ା…