ଖୋଲିଲା ମା’ ମଝି ଘରିଆଣୀ ମନ୍ଦିରର ହୁଣ୍ଡି; କଡ଼ା ସୁରକ୍ଷା ମଧ୍ୟରେ ହୁଣ୍ଡି ଟଙ୍କା ଗଣୁଛନ୍ତି ୧୫୦ରୁ ଊର୍ଦ୍ଧ୍ବ ସ୍ବେଚ୍ଛାସେବୀ l
ଖୋଲିଲା ମା’ ମଝି ଘରିଆଣୀ ମନ୍ଦିରର ହୁଣ୍ଡି; କଡ଼ା ସୁରକ୍ଷା ମଧ୍ୟରେ ହୁଣ୍ଡି ଟଙ୍କା ଗଣୁଛନ୍ତି ୧୫୦ରୁ ଊର୍ଦ୍ଧ୍ବ ସ୍ବେଚ୍ଛାସେବୀରାୟଗଡ଼ା: ଖୋଲିଲା ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝି ଘରିଆଣୀ ମନ୍ଦିରର ହୁଣ୍ଡି । ହୁଣ୍ଡି ଟଙ୍କା ଗଣୁଛନ୍ତି ୧୫୦ରୁ ଊର୍ଦ୍ଧ୍ବ…
କୋରାପୁଟ ସାଂସଦଙ୍କ ବୈପାରିଗୁଡା ଗସ୍ତ
କୋରାପୁଟ ସାଂସଦଙ୍କ ବୈପାରିଗୁଡା ଗସ୍ତବୈପାରିଗୁଡା : କୋରାପୁଟଜିଲ୍ଲା ବୈପାରିଗୁଡାବ୍ଲକ ସଦର ମହକୁମାରେ ଥୂବା ରାସ୍ତା ଓ ଗୃହନିର୍ମାଣ ବିଭାଗର ଡାକବଙ୍ଗଳା ଠାରେ କର୍ମୀ ସମିଳନୀ ରେ ଯୋଗଦେଇଥିଲେ ସାଂସଦ ତଥାଟାୱାରମେନ ଶ୍ରୀଯୁକ୍ତ ସପ୍ତଗିରିଉଲ୍ଲକା ଆଜି କୋରାପୁଟ ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଉଲ୍କାକାଙ୍କୁ…
ସାଧାରଣତନ୍ତ୍ର ଦିବସ ପାଳନ ସକାଶେ ପୂର୍ବ ପ୍ରସ୍ତୁତି ବୈଠକ
ସାଧାରଣତନ୍ତ୍ର ଦିବସ ପାଳନ ସକାଶେ ପୂର୍ବ ପ୍ରସ୍ତୁତି ବୈଠକ ବୋରିଗୁମ୍ମା : ବୋରିଗୁମ୍ମା ବିଡ଼ିଓ ଙ୍କ ଅଧ୍ଯକ୍ଷତା ରେ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପୂର୍ବ ପ୍ରସ୍ତୁତି ବୈଠ ଠକ ବ୍ଳକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ…
ତାରାଗାଁରେ ଜିଲ୍ଲାସ୍ତରୀୟ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ
ତାରାଗାଁରେ ଜିଲ୍ଲାସ୍ତରୀୟ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ ନବରଙ୍ଗପୁର : ରିଖ ଶୁକ୍ରବାର ଦିନ ନୋଡାଲ ସରକାରୀ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ, ତାରାଗାଁ ରେ ଜିଲ୍ଲାସ୍ତରୀୟ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି ଓ ଏହି ଜିଲ୍ଲାସ୍ତରୀୟ ପ୍ରଦର୍ଶନୀ ଜିଲ୍ଲାପାଳ ଡଃ ଶୁଭଙ୍କର…
ରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ ସପ୍ତାହ ପାଳନ
ରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ ସପ୍ତାହ ପାଳନ ନବରଙ୍ଗପୁର : ରାଷ୍ଟ୍ରୀୟ କନ୍ୟା ସନ୍ଧାନ ଦିବସ ସପ୍ତାହ ପାଳନ ଅବସରରେ ଆଇଏସ ଆର ଡି ୱାନଷ୍ଟପ ସେଣ୍ଟର ପକ୍ଷରୁ ଆଜି ନବରଙ୍ଗପୁର ଟେକ୍ନୋ ଗୁରୁକୁଳ ବିଦ୍ୟାଳୟ ଠାରେ କନ୍ୟା ସନ୍ଧାନ ଦିବସ…
ନକ୍ସଲ ପ୍ରବଣ ଶିବିରରୁ ୨୦ ୟୁନିଟ୍ ରକ୍ତ ସଂଗୃହୀତ।
ନକ୍ସଲ ପ୍ରବଣ ଶିବିରରୁ ୨୦ ୟୁନିଟ୍ ରକ୍ତ ସଂଗୃହୀତ। ମାଥିଲି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର ଦୁର୍ଗମ ନକ୍ସଲ ପ୍ରବଣ କର୍ତ୍ତନପାଲୀ ଗ୍ରାମରେ ସମ୍ବାଦ ଆମ ଓଡିଶା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ମୁଖ୍ୟ ଅତିଥି…
ଶୀତ କାଳୀନ କବିତା ଆସର l
ଶୀତ କାଳୀନ କବିତା ଆସରଉମରକୋଟ: – ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସ୍ଥାନୀୟ ଫକୀର ମୋହନ ପଠାନଶାଳା ଆନୁକୂଲ୍ୟରେ, ଉମରକୋଟ ଭାସ୍କଲ ଡ୍ୟାମ ଠାରେ ଉମରକୋଟ, ଇ ଅଂଚଳ ର କବି/କବୟିତ୍ରୀ ମାନଙ୍କୁ ନେଇ, ଶୀତକାଳୀନ କବିତା ଆସର ଅନୁଷ୍ଠିତ ହୋଇଯାଇଛି।…
ମକା ମିଳରେ ଡାହାଣ ଗୋଡ଼ ପଶି ନାବାଳକ ଗୁରୁତର l
ମକା ମିଳରେ ଡାହାଣ ଗୋଡ଼ ପଶି ନାବାଳକ ଗୁରୁତର | ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କରଲାପଡା ଗ୍ରାମରେ ଜଣେ ନାବାଳକର ଡାହାଣ ଗୋଡ଼ ମକା ମିଳରେ ପଶି ଯାଇ ଗୁରୁତର ହୋଇ ଥିବା ଜଣାପଡିଛି। ସୂଚନା ପ୍ରକାରେ…
ଭାରତୀୟ ସମ୍ବିଧାନ ରଚନା ଡ. ଆମ୍ବେଦକରଙ୍କ ଏକ ମହାନ ଅବଦାନ
ଭାରତୀୟ ସମ୍ବିଧାନ ରଚନା ଡ. ଆମ୍ବେଦକରଙ୍କ ଏକ ମହାନ ଅବଦାନ’ କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଆନୁକୁଲ୍ଯରେ ଶୁକ୍ରବାର ଭାରତର ସାମାଜିକ ପରିଦୃଶ୍ୟକୁ ନୂଆ ରୂପ ଦେଇଥିବା ଦୂରଦର୍ଶୀ ଜନନାୟକ ଭାରତ ରତ୍ନ ଡ. ଭୀମରାଓ ଆମ୍ବେଦକରଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ମହାପରିନିର୍ବାଣ…
ପ୍ରେମିକ ଧୋକ୍କା ଦେଲା: ବିଷ ପିଇଲେ ଯୁବତୀ, ଶବ ଛୁଉଁନାହାନ୍ତି ଜାତିଭାଇ
ପ୍ରେମିକ ଧୋକ୍କା ଦେଲା: ବିଷ ପିଇଲେ ଯୁବତୀ, ଶବ ଛୁଉଁନାହାନ୍ତି ଜାତିଭାଇ ବୈପାରିଗୁଡ଼ା: ଅଲଗା ଜାତିର ଯୁବକଙ୍କ ସହ ପ୍ରେମ ସମ୍ପର୍କ ରଖିବା ହେଲା କାଳ। ବିବାହର ପ୍ରତିଶ୍ରୁତି ଦେଇଥିଲେ ଯୁବକ। କିନ୍ତୁ ପ୍ରତାରଣ କଲେ। ଫଳରେ ଯୁବତୀ ଜଣକ ନିର୍ଯାତନାର…