ବେଆଇନ କ୍ଲିନିକ୍ ଗୁଡ଼ିକ ଅନଧିକୃତ ଭାବରେ କରୁଛନ୍ତି କ୍ୱାକ୍ ଚିକିତ୍ସା
ବାହାର ରାଜ୍ୟରୁ ଆସି ଡାକ୍ତର ଭାବେ ପରିଚୟ ଦେଇ ଲୋକଙ୍କୁ ଅଧିକ ଫି ନେଇ ଚିକିତ୍ସା କରୁଛନ୍ତି। ନନ୍ଦପୁର/କୋରାପୁଟ, ୧୬ /୭ କୋରାପୁଟ ଜିଲ୍ଲାର ନନ୍ଦପୁର ଓ ଲମତାପୁଟ ବ୍ଲକ୍ର ବହୁ ପଞ୍ଚାୟତ ଅଞ୍ଚଳରେ ଅନଧିକୃତ ଭାବରେ କ୍ୱାକ୍ ଚିକିତ୍ସକମାନେ ଡାକ୍ତର…
ଜୟପୁର: କଂଗ୍ରେସ ଦଳ ତରଫରୁ ସୌମ୍ୟାଶ୍ରୀଙ୍କୁ କ୍ୟାଣ୍ଡେଲ ଜାଳି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।
ଜୟପୁର, ୧୫/୭ ବାଲେଶ୍ୱରର ଫକୀରମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଅପମୃତ୍ୟୁ ଉପରେ ସମସ୍ତ ଦେଶ ଶୋକସନ୍ନତ। ଏହି ହୃଦୟବିଦାରକ ଘଟଣା ପ୍ରତି ଜୟପୁର କଂଗ୍ରେସ ଦଳ ତରଫରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ସୋମବାର ସନ୍ଧ୍ୟାରେ ଜୟପୁର ବସସ୍ଥାଣ୍ଡ ନିକଟରେ…
ସାମ୍ବାଦିକ ନରେଶଙ୍କ ହତ୍ୟା: ଦୋଷୀଙ୍କୁ ଗିରଫ କରିବା ଓ ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପାଇଁ ଦାବି।
ଜୟପୁର/କୋରାପୁଟ, ୧୫ ଜୁଲାଇ – ରାଜ୍ୟରେ ସାମ୍ବାଦିକ ମାନଙ୍କ ଉପରେ ଦିନକୁ ଦିନ ବଢ଼ୁଥିବା ଅତ୍ୟାଚାର ଏବଂ ନିର୍ମମ ହତ୍ୟା ଘଟଣାକୁ ନେଇ ଚିନ୍ତା ଓ ନିନ୍ଦା ଜଣାଉଛି ସମ୍ପୂର୍ଣ୍ଣ ସାମ୍ବାଦିକ ବୃନ୍ଦ। ଗତ ୧୧ ତାରିଖରେ ମାଲକାନଗିରି ଜିଲ୍ଲାର ମୋଟୁ…
ଆନ୍ତ ଜିଲ୍ଲା ସାହାଣୀ କପ ଫୁଟବଲ ମ୍ୟାଚ ନିମନ୍ତେ ଜିଲ୍ଲା ଦଳର ବ୍ରହ୍ମପୁର ଗସ୍ତ।
ନବରଙ୍ଗପୁର , ରାଜ୍ୟ ଫୁଟବଲ ସଂଘ ଆନୁକୁଲ୍ୟରେ ୧୬ ତାରିଖରୁ ମହାତ୍ମା ଗାନ୍ଧୀ ଷ୍ଟାଡିୟମ, ବ୍ରହ୍ମପୁର ଠାରେ ଆରମ୍ଭ ହେବାକୁ ଥିବା ଆନ୍ତ ଜିଲ୍ଲା ସାହାଣୀ କପ ଫୁଟବଲ ମ୍ୟାଚ ନିମନ୍ତେ ନବରଙ୍ଗପୁର ଜିଲା କ୍ରୀଡା ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ…
ମଧ୍ୟାହ୍ନ ଭୋଜନରେ ପୋକ ପାଇଯିବା ଘଟଣା – ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ, ଉଚ୍ଚସ୍ତରୀୟ ତଦନ୍ତ ଦାବି
ବୈପାରୀଗୁଡ଼, ୧୫ /୭ ବୈପାରୀଗୁଡ଼ ବ୍ଲକର କାକଲପୋଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ମଧ୍ୟାହ୍ନ ଭୋଜନ ସମୟରେ ଭାତ ଭିତରେ ପୋକ ପାଇଯିବା ଘଟଣା ଘଟିଛି। ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଏହି ଅଭିଯୋଗ କରି ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ…
ଜିଲ୍ଲା ଇତିହାସ ରେ ପ୍ରଥମ ଥର ପାଇଁ ଜଣେ କିନ୍ନର ସଂଘର ଜଣେ ସଦସ୍ୟ ଙ୍କୁ ସରକାରଙ୍କ ଦ୍ଵାରା ଜମି ପଟ୍ଟା ପ୍ରଦାନ
ନବରଙ୍ଗପୁର: ଜିଲ୍ଲା କିନ୍ନର ସଂଘ ସଦସ୍ୟ ମଙ୍ଗଳ ଦେଇ ନାୟକଙ୍କୁ ଡାବୁଗାଁ ତହସିଲ ପକ୍ଷରୁ ଘର ବାରି ର ଏକ ଚାରି ସେଣ୍ଟ ଜମି ପ୍ରଦାନ କରାଯାଇଛି। ଏହି ଘଟଣା ଜିଲ୍ଲା ଇତିହାସରେ ପ୍ରଥମ ଥର ପାଇଁ ହୋଇଛି। ଜିଲ୍ଲା କିନ୍ନର…
ଜୟପୁର ରାଜପଥ ଅବରୋଧ କଲା ବିଜେଡି: ସୌମ୍ୟଶ୍ରୀଙ୍କ ମୃତ୍ୟୁ ମାମଲାକୁ ନେଇ ପ୍ରବଳ ପ୍ରତିବାଦ।
ଜୟପୁର, ୧୫/୭ ଓଡିଶାର ବାଲେଶ୍ୱର ଜିଲ୍ଲାର ଫକୀର ମୋହନ ବିଶ୍ୱବିଦ୍ୟାଳୟର ଛାତ୍ରୀ ସୌମ୍ୟଶ୍ରୀ ତ୍ରିକାୟଙ୍କ ମୃତ୍ୟୁ ସାରା ରାଜ୍ୟରେ ଉତ୍ତେଜନା ସୃଷ୍ଟି କରୁଛି। ତାଙ୍କ ମୃତ୍ୟୁର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ବିଜୁ ଜନତା ଦଳ (ବିଜେଡି) କର୍ମୀମାନେ ଜୟପୁରମ ସହରରେ…
ରାଷ୍ଟ୍ରିୟ ପତ୍ରକାର ମହାସଙ୍ଗ (RPM) ର ମାସିକ ଗୁଗୁଲ୍ ମିଟ୍ ମାଧ୍ୟମ ବୈଠକ ଅନୁଷ୍ଠିତ
ବୈଠକ ରେ ସଂଗଠନର ସମ୍ପ୍ରସାରଣ ଏବଂ ସାମ୍ବାଦିକଙ୍କ ସୁରକ୍ଷା ଏବଂ ସାମ୍ବାଦିକଙ୍କ ହିତ ଉପରେ ବିସ୍ତୃତ ଆଲୋଚନା ନୂଆଦିଲ୍ଲୀ, ରାଷ୍ଟ୍ରିୟ ପତ୍ରକାର ମହାସଙ୍ଗ (RPM) ର ମାସିକ ଗୁଗୁଲ୍ ମିଟ୍ ମାଧ୍ୟମ ବୈଠକ ସଫଳତାର ସହିତ ଆୟୋଜିତ ହୋଇଥିଲା ଯେଉଁଥିରେ ଦେଶର…
ବାଇକ୍ ଦୁର୍ଘଟଣା: ଉମରକୋଟ ଯୁବକଙ୍କ ମୃତ୍ୟୁ, ଅନ୍ୟ ଜଣେ ଗୁରୁତର ଆହତ
ନବରଙ୍ଗପୁର/ଡାବୁଗାଁ: ଜିଲ୍ଲାର ଡାବୁଗାଁ ଥାନା ଅନ୍ତର୍ଗତ ଛେଳିବେଡା ନିକଟରେ ଭାରତମାଳା ରାସ୍ତାରେ ଏକ ଦୁଃଖଦ ବାଇକ୍ ଦୁର୍ଘଟଣା ଘଟିଛି। ଏଥିରେ ଉମରକୋଟ (ୟୁଭି-୭) ନୂଆଗୁଡ଼ା ଗ୍ରାମର ୨୮ ବର୍ଷୀୟ ସୁଦନ ସାନାଙ୍କ ମୃତ୍ୟୁ ଘଟିଛି। ସେହି ବାଇକରେ ସହଯାତ୍ରୀ ଦୀପକ ବାଲା…
ଦିବ୍ୟାଙ୍ଗ ଗହଣରେ ଜନ୍ମଦିନ ପାଳନ କରି ନିଜକୁ ଧନ୍ୟ ମନେ କଲେ ବିଧାୟକ ଗୌରୀଶଙ୍କର ମାଝୀ
ନବରଙ୍ଗପୁର, ୧୨/୭ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ତାଙ୍କ ୪୬ତମ ଜନ୍ମଦିନକୁ ଏବେ ସ୍ମୃତିମୟ ଓ ସାମାଜିକ ଉଦ୍ଦେଶ୍ୟରେ ପରିବର୍ତ୍ତିତ କରିଛନ୍ତି। ସ୍ଥାନୀୟ ଆଶାକିରଣ କେନ୍ଦ୍ରରେ ଥିବା ଦିବ୍ୟାଙ୍ଗ ଓ ମାନସିକ ଅନଗ୍ରସର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦିନଟି ପାଳନ କରି, ସେ…