ଦିବ୍ୟାଙ୍ଗ ଗହଣରେ ଜନ୍ମଦିନ ପାଳନ କରି ନିଜକୁ ଧନ୍ୟ ମନେ କଲେ ବିଧାୟକ ଗୌରୀଶଙ୍କର ମାଝୀ
ନବରଙ୍ଗପୁର, ୧୨/୭ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ତାଙ୍କ ୪୬ତମ ଜନ୍ମଦିନକୁ ଏବେ ସ୍ମୃତିମୟ ଓ ସାମାଜିକ ଉଦ୍ଦେଶ୍ୟରେ ପରିବର୍ତ୍ତିତ କରିଛନ୍ତି। ସ୍ଥାନୀୟ ଆଶାକିରଣ କେନ୍ଦ୍ରରେ ଥିବା ଦିବ୍ୟାଙ୍ଗ ଓ ମାନସିକ ଅନଗ୍ରସର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦିନଟି ପାଳନ କରି, ସେ…
ଭାଜପା ଉପରେ ରାହୁଲଙ୍କ ଆକ୍ରମଣ, ଓଡ଼ିଶା ପାଇଁ ଘୋଷଣା କଲେ ବଡ଼ ଏଜେଣ୍ଡା
ଭୁବନେଶ୍ୱର, ୧୧/୭ ଭୁବନେଶ୍ୱରର ବରମୁଣ୍ଡା ପଡ଼ିଆ ମାଠରେ ଆୟୋଜିତ ଏକ ବିଶାଳ ଗଣସଭାରେ କଂଗ୍ରେସ ନେତା ଶ୍ରୀ ରାହୁଲ ଗାନ୍ଧୀ ଭାଜପା ସରକାର ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ତାଙ୍କର ଭାଷଣରେ ଓଡ଼ିଶାର ଗ୍ରାମୀଣ ଜନସାଧାରଣ, ମହିଳା, ଆଦିବାସୀ, ଓ ଚାଷୀଙ୍କ…
୨୦୦ହିତାଧିକାରୀଙ୍କ ଭତ୍ତା ଟଙ୍କା ହେରଫେର ଅଭିଯୋଗ
ନବରଙ୍ଗପୁର: ପ୍ରତ୍ୟେକ ମାସର ୧୫ ତାରିଖକୁ ଅପେକ୍ଷା କରି ରହିଥା’ନ୍ତି ଗାଁର ହଜାର ହଜାର ବୃଦ୍ଧ, ବୃଦ୍ଧା ଓ ଅସହାୟ। କାରଣ ସେହିଦିନ ତାଙ୍କୁ ତାଙ୍କର ଭତ୍ତା ଟଙ୍କା ମିଳିଥାଏ। କାହାର ଏ ଟଙ୍କାରେ ଔଷଧ ଖର୍ଚ୍ଚ ଉଠେ ତ ଆଉ…
ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ ।
ଭୁବନେଶ୍ବରରେ, ଦିଲ୍ଲୀରୁ ବିମାନରେ ଆସି ଭୁବନେଶ୍ବରରେ ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ କଂଗ୍ରେସ ନେତାମାନେ ଭବ୍ୟ ସ୍ବାଗତ କରିଛନ୍ତି । ରାଜଧାନୀର ବିଭିନ୍ନ ସ୍ଥାନରେ ଲାଗିଛି ରାହୁଲଙ୍କ ପୋଷ୍ଟର, ହୋଡିଂ ଓ ବ୍ୟାନର । ବିମାନବନ୍ଦର ଛକରୁ ଜୟଦେବବିହାର ଛକ ଯାଏଁ…
ବନ୍ଧୁଗାଁ ବଳାତ୍କାର ମାମଲା ରେ ଏସ ପି ଙ୍କୁ ଭେଟିଲେ ବିଜେଡି ନେତା
କୋରାପୁଟ, ୧୧/୭ ବନ୍ଧୁଗାଁ ଶିଶୁ ବଳାତ୍କାର ମାମଲା ରେ ବନ୍ଧୁଗାଁ ଯାଇ ପୀଡିତା ପରିବାର କୁ ଭେଟିବା ପରେ କୋରାପୁଟ ବିଜୁ ଜନତା ଦଳ ର ସଭାପତି ଝିନ୍ନ ହିକକା ଓ ପୂର୍ବତନ ବିଧାୟକ ରଘୁରାମ ପଡାଲ ଙ୍କ ନେତୃତ୍ୱ ରେ…