ଏନକାଉଣ୍ଟରରେ ଛଅ ମାଓବାଦୀ ନିହତ, ମୁଖ୍ୟ ନେତା ସମେତ ଚିହ୍ନଟ ଅସ୍ତ୍ର, ବିସ୍ଫୋରକ ଓ ରାଇଫଲ ଜବତ ।
ମାଲକାନଗିରି ସୀମାନ୍ତ ଅଞ୍ଚଳରେ ଅପରେସନ ମନସୁନ୍ ର ସଫଳତା ମାଲକାନଗିରି, ୧୯ /୭ ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ନାରାୟଣପୁର ଜିଲ୍ଲା ଅଞ୍ଚଳରେ ଅବସ୍ଥିତ ଆବୁଝମାଡ଼ ଜଙ୍ଗଲର ପରିଆ କାକୁଲ ନାମକ ସ୍ଥାନରେ ଶୁକ୍ରବାର ଦିନ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ…
ଚଡକରେ ୬ ବଳଦ, ୧ ଗାଈ ମୃତ; ଜଗୁଆଳି ଗୁରୁତର ।
ନନ୍ଦପୁର/ କୋରାପୁଟ | ୧୯ / ୭ ବର୍ଷା ସମୟରେ ଆକସ୍ମିକ ବଜ୍ରପାତର କାରଣରୁ ନନ୍ଦପୁର ବ୍ଲକର ଫୁଲବେଡ଼ା ଗାଁ ଆମ୍ବଗଛ ତଳେ ଆଶ୍ରୟନିଅଥିବା ୬ଟି ବଳଦ ଓ ୧ଟି ଗାଈ ମୃତ୍ୟୁବରଣ କରିଥିଲେ, ଯେଉଁଠାରେ ଚାରାଗୁଡ଼ିକୁ ଚରାଇବା ବେଳେ ହଠାତ୍…
ସୀମାଞ୍ଚଳରେ ଓଡ଼ିଆ ଭାଷାର ଅସ୍ତିତ୍ୱ ସଙ୍କଟ: ୬ ବିଦ୍ୟାଳୟ ବନ୍ଦ ।
ବନ୍ଧୁଗାଁ/କୋରାପୁଟ, ୧୯/୭ ଆନ୍ଧ୍ର ସୀମାଠାରେ ଅବସ୍ଥିତ କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକରେ ଓଡ଼ିଆ ଭାଷା ଅସ୍ତିତ୍ୱ ସଂକଟରେ ପଡ଼ିଛି। ତେଲୁଗୁ ଭାଷାର ବଢ଼ିଥିବା ପ୍ରଭାବ ଏବଂ ଶିକ୍ଷା ସୂଚନାର ଅଭାବ କାରଣରୁ ଓଡ଼ିଶା ରାଜ୍ୟର ଅନେକ ବିଦ୍ୟାଳୟ ବନ୍ଦ ହେଉଛି। ବନ୍ଧୁଗାଁ…
ସହିଦ୍ ଯବାନଙ୍କ ପ୍ରତିମୂର୍ତ୍ତି ଓ ପାର୍କ ନିର୍ମାଣ ଦାବି, ପ୍ରଶାସନ ନିରବ ।
ଜୟପୁର/ବୈପାରିଗୁଡ଼ା, ୧୯ ଜୁଲାଇ (ସିମାଦ୍ରୀ): ବୈପାରିଗୁଡ଼ା ବ୍ଲକର ବଡାଗୁଡା ଗ୍ରାମବାସୀ ସହିଦ୍ ଯବାନ ଈଶ୍ୱର ତଲିଆଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି ଏବଂ ପାର୍କ ନିର୍ମାଣ ପାଇଁ ପୁନଃ ଦାବି ଉଠାଇଛନ୍ତି। ୨୦୨୪ ଡିସେମ୍ବରରେ ରାଜସ୍ଥାନରେ ଟ୍ୟାଙ୍କ ଫାଇରିଂ ସମୟରେ ଘଟିଥିବା ବିସ୍ଫୋରଣରେ ଗୁରୁତର…