ଜୟପୁରରେ ନୂତନ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମିଳିତ ଅଭିଯୋଗ ଶୁଣାଣି – ୩୬ଟି ଅଭିଯୋଗ ଉପରେ ଅନୁଷ୍ଠାନ

ଜୟପୁର, ୨୮/୭ କୋରାପୁଟ ଜିଲ୍ଲାର ନୂତନ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନ ଙ୍କ ଅଧ୍ୟକ୍ଷତାରେ ଜୟପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଏକ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ସର୍ବମୋଟ ୩୬ଟି ଅଭିଯୋଗ ଶୁଣାଯାଇଥିଲା –…

ଶତାୟୁ ବ୍ୟକ୍ତିତ୍ୱ ସି.ଏଚ. ସୁରୀ ନାରାୟଣଙ୍କ ପରଲୋକ – ନବରଙ୍ଗପୁର ଜିଲ୍ଲାରେ ଶୋକଚ୍ଛାୟା

ନବରଙ୍ଗପୁର, ୨୮/୭ ନବରଙ୍ଗପୁର ଜିଲ୍ଲା ସଦର ମହକୁମାର ଜଣେ ଶତାୟୁ ବ୍ୟକ୍ତିତ୍ୱ, ସି.ଏଚ. ସୁରୀ ନାରାୟଣ ଗତକାଲି ରାତିରେ ଶାନ୍ତ ମହାପ୍ରୟାଣ କରିଛନ୍ତି। ମୃତ୍ୟୁ ବେଳେ ତାଙ୍କ ଜୀବନର ୧୦୬ ବର୍ଷ ପୂର୍ଣ୍ଣ ହୋଇଥିଲା। ଅନେକ ଲୋକ ତାଙ୍କୁ ସମ୍ମାନ ସହିତ…