ଜିଲ୍ଲା ଆଇନ ସେବା ପ୍ରାଧିକରଣ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ଜୟପୁର ଆନୁକୂଲ୍ୟରେ ଆଜି ଗଡପଦର ଗ୍ରାମପଞ୍ଚାୟତ ର ଛତଡିପୁଟ ଗ୍ରାମରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଆଇନସେବା ପ୍ରାଧିକରଣ ଜୟପୁର ସଚିବ ତଥା ବିଚାରପତି ଶ୍ରୀ ସୁମନ…

ବଳକା ୫୫ହଜାର ୭୫୯ ଚା‌ଷୀ ସହାୟତା ପାଇବେ କେବେ?

ବଳକା ୫୫ହଜାର ୭୫୯ ଚା‌ଷୀ ସହାୟତା ପାଇବେ କେବେ? କୋରାପୁଟ: ନୂଆ ସରକାର ଆସିବା ପରେ ପୂର୍ବ ସରକାର ଆରମ୍ଭ କରିଥିବା କାଳିଆ ଯୋଜନାକୁ ବନ୍ଦ କରିଥିଲେ ଏବଂ ନୂଆରେ ଗତ ଅକ୍ଟୋବର ମାସରେ ସିଏମ କିସାନ ଓ ଅତିରିକ୍ତ ଭାବେ…

ଆଦର୍ଶ ନଗର ପୋଖରୀ ପୁନରୁଦ୍ଧାର କେବେ ?

ଆଦର୍ଶ ନଗର ପୋଖରୀ ପୁନରୁଦ୍ଧାର କେବେ ? ଜୟପୁର : ପ୍ରସାଦରାଓ ପେଟା ଆଦର୍ଶ ନଗର ଛକରେ ଥିବା ପୋଖରୀ ରକ୍ଷଣାବେକ୍ଷଣ ଅଭାବରୁ ଶୋଚନୀୟ ହୋଇପଡ଼ିଛି ଦିନେ ପୋଖରୀର ପାଣିକୁ ଲୋକେ ପିଇବା ସହ ବିଭିନ୍ନ କାମରେ ବ୍ୟବହାର କରୁଥିଲେ ହେଲେ…

ଶିଶୁମନ୍ଦିର ମୁଖପତ୍ର ଶାରଦା ଉନ୍ମୋଚିତ l

ଶିଶୁମନ୍ଦିର ମୁଖପତ୍ର ଶାରଦା ଉନ୍ମୋଚିତ l ଜୟପୁର : ଶାରଦା ବିହାର ଶିଶୁ ବିଦ୍ୟାମନ୍ଦିରର ମୁଖପତ୍ର ‘ଶାରଦା’ ଉନ୍ମୋଚିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ସତ୍ୟନାରାୟଣ ସେଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି କିଶୋରଚନ୍ଦ୍ର ପଣ୍ଡା, କୋଷାଧ୍ୟକ୍ଷ…

ସ୍ୱର୍ଗ ରଥ ର ଶୁଭାରମ୍ଭ କଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି l

ସ୍ୱର୍ଗ ରଥ ର ଶୁଭାରମ୍ଭ କଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି l କୋଟପାଡ଼ :କୋରାପୁଟ ଜ଼ିଲ୍ଲା କୋଟପାଡ଼ ଠାରେ ଆଜି ସନ୍ଧ୍ୟା ରେ ସ୍ୱର୍ଗ ରଥ ଓ ଡେଡ ବୋଡି ଫ୍ରିଜେର ର ଶୁଭାରମ୍ଭ ହୋଇଯାଇଛି I ଏହି…

ବଜେଟ ୨୦୨୫ ରେ କ’ଣ ଶସ୍ତା l

ବଜେଟ ୨୦୨୫ ରେ କ’ଣ ଶସ୍ତା ନଜର ପକାନ୍ତୁ ନୂଆଦିଲ୍ଲୀ, ୦୧/୦୨: ୨୦୨୫-୨୬ ଆର୍ଥିକ ବର୍ଷ ପାଇଁଁ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଚଳିତ ବଜେଟରେ ସ୍ୱଳ୍ପ ବେତନଭୋଗୀ କର୍ମଚାରୀ ତଥା ମଧ୍ୟବିତ୍ତ ବର୍ଗଙ୍କୁ ବଡ଼ ରିହାତି ମିଳିଛି।…

ଆଜି ୨୦୨୫-୨୬ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ।

ନୂଆଦିଲ୍ଲୀ, ୦୧/୦୨: ଆଜି ୨୦୨୫-୨୬ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ। ଏଥର ମଧ୍ୟବିତ୍ତ ବର୍ଗଙ୍କୁ ସୁହାଇଲା ଭଳି ବଜେଟ ପ୍ରସ୍ତୁତ କରାଯାଇଛି। ଏଥିରେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ଛାଡ଼ କରାଯାଇଛି। ତେବେ…

ଏସଆଇଙ୍କୁ ଲାଞ୍ଚ ନେବା ପଡ଼ିଲା ମହଙ୍ଗା।

ଯାଜପୁର, ୦୧/୦୨: ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ପୁଲିସ ସବ୍ ଇନ୍ସପେକ୍ଟର ଅଭୟ କୁମାର ନାୟକଙ୍କୁ ଭିଜିଲାନ୍ସ ଗିରଫ କରିଛି। ଜଣେ ବ୍ୟକ୍ତିଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ। ସୂଚନା ଅନୁଯାୟୀ, ଅଭୟ ନାୟକ…

ଜୟପୁର ସଦର ମହକୁମା ଠାରେ ଗାନ୍ଧୀଜୀଙ୍କ ଶ୍ରାଦ୍ଧ ଦିବସ ପାଳନ l

ଜୟପୁର ସଦର ମହକୁମା ଠାରେ ଗାନ୍ଧୀଜୀଙ୍କ ଶ୍ରାଦ୍ଧ ଦିବସ ପାଳନ ଜୟପୁର: ଜୟପୁର ଗାନ୍ଧୀ ଛକ ସ୍ଥିତ ମହାତ୍ମା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ଠାରେ ଗାନ୍ଧୀଜୀଙ୍କ ଶ୍ରାଦ୍ଧ ଦିବସ ପାଳନ କର।ଯାଇଛି । ଆଜିର ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ମହଦୟା କୁମାରୀ…

ଚର୍ଚ୍ଚାରେ ରାୟଗଡା ସାଇ ପ୍ରିୟା ମହିଳା ୱାକର୍ସ କ୍ଲବ୍ ।

ଚର୍ଚ୍ଚାରେ ରାୟଗଡା ସାଇ ପ୍ରିୟା ମହିଳା ୱାକର୍ସ କ୍ଲବ୍ । ରାୟଗଡା:ରାୟଗଡାର ସାଇ ପ୍ରିୟା ମହିଳା ୱାକର୍ସ କ୍ଲବ ପକ୍ଷରୁ ଜାନୁଆରୀ ୨୬ ତାରିଖ ଦିନ ସାଇ ପ୍ରିୟା ନଗର ର ଗଣତନ୍ତ୍ର ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା…